
୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ନାୟକ ଓ ଚନ୍ଦ୍ରକାନ୍ତ ହଜାରୀ,ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ୍ ମହାରଣା ଙ୍କ ସହଯୋଗରେ ପାଇକସାହି ସେବାଶ୍ରମରେ ଆଜି ସମସ୍ତ ପିଲାମାନଙ୍କୁ ସଡକ ସୁରକ୍ଷାର ସମସ୍ତ ନିୟମ କାନୁନ୍ ବିଷୟରେ ବିଷଦ ଆଲୋଚନା କରାଯାଇ ସଚେତନ କରାଯାଇଥିଲା ।
ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମାଝୀ ପିଲାମାନଙ୍କୁ ସଡକ ସୁରକ୍ଷାର ନିୟମ ବିଷୟରେ ମଧ୍ୟ ବଝାଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।
