ଗଜପତି ଜିଲ୍ଲାରେ ଆଉ ୧୬କରନା ପୋଜେଟିଭ ଚିହ୍ନଟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୪୨୭ରେ ପହଞ୍ଚିଛି l

CREATOR: gd-jpeg v1.0 (using IJG JPEG v62), quality = 75


ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ଗଜପତି :- ଅଜି ଗଜପତି ଜିଲ୍ଲାର ଆଉ୧୬ କରନାଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୩ଜଣ କଣ୍ଟେନମେଣ୍ଟ ଜୋନ୍ ରୁ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘର ଘର ବୁଲି ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲl ସେମାନଙ୍କ ମଧ୍ୟରୁ ୨ ଜଣଙ୍କ କରନା ପୋଜେଟିଭ ଥିବା ରିପୋର୍ଟଆସିଥିଲା ଅନ୍ୟ ଜଣେ ଅସ୍ବାସ୍ଥ୍ୟ କେନ୍ଦ୍ରର ହୋଇ ଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି l ଆକ୍ରାନ୍ତ ୧୬ଜଣ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ ଓ କୋଭିଡ କେର ସେଣ୍ଟର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି l ( ରିପୋର୍ଟ: ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version