କ୍ରିକ କିଙ୍ଗଡମ’ କ୍ରିକେଟ ଚମ୍ପିଆନ ଟ୍ରଫି ଶ୍ରୀଲଙ୍କାରେ କମାଲ ଦେଖାଇଲେ ଓଡ଼ିଆ ପୁଅ ଅୟେସ : ବିଭିନ୍ନ ମହଲରୁ ଶୁଭେଚ୍ଛା

୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଶ୍ରୀଲଙ୍କା କ୍ରିକେଟରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ ‘କ୍ରିକ କିଙ୍ଗଡ଼ମ’ ପକ୍ଷରୁ ୧୭ ବର୍ଷରୁ କମ ଚମ୍ପିୟାନ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ । ଯାଇଥିଲେ । ସେଠାରେ ଆଜି କଲମ୍ବୋ ଠାରେ ସେମାନେ ହୋମ୍ କ୍ରିକେଟ ଦଳ ଶ୍ରୀଲଙ୍କା ସହ ଦୁଇଟି ଟ୍ୱେଂଟି ଟ୍ୱେଂଟି ମ୍ୟାଚ ଖେଳିଥିଲେ । ଏଥିରେ ଭାରତୀୟ ଦଳ ପକ୍ଷରୁ ଅୟେସ ପତି ପ୍ରଥମ ମ୍ୟାଚରେ ୧୮ଟି ବଲରେ ୪ଟି ବିଶାଳ ଛକା ସହ ୪୧ ରନ ଏବଂ ଦ୍ୱିତୀୟ ମ୍ୟାଚରେ ତିନି ଓଭରରେ ୨୦ରନ ବିନିମୟରେ ତିନୋଟି ଉଇକେଟ ଅକ୍ତିଆର କରିବା ସହିତ ବ୍ୟକ୍ତିଗତ ୧୮ଟି ବଳରେ ୩୦ରନ କରିଥିଲେ । ଉଭୟ ମ୍ୟାଚରେ ଅୟେସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କର।ଯାଇଥିଲା ।

ଅନ୍ତର୍ଜାତୀୟ ସ୍ଥରରେ ୧୭ବର୍ଷରୁ କମ କୌଣସି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୋଟିଏ ଦିନରେ ଦୁଇଦୁଇ ଥର ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ପାଇବାରେ ଅୟେସ ହେଉଛନ୍ତି ପ୍ରଥମ ଓଡ଼ିଆ । ଓଡିଶା ପାଇଁ ଗୌରବ ଆଣିଥିବା ଏହି କିଶୋର ଖେଳାଳୀ ଅୟେସ ହେଉଛନ୍ତି ।ଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ନିୟୁମାର୍କେଟ ସ୍ଥିତ ଜେମ୍ସ ସ୍କୁଲର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ରୋଟାରିଆନ ଅଭୟ ପତି ଏବଂ ଆଡଭୋକେଟ ଅସ୍ମିତା ପତିଙ୍କର ବଡ଼ୁଅ । ତାଙ୍କର ଆଜିର ଏହି ସଫଳତା । ଇଁ ସେ କୋଚ୍ ଜାହିର ଶେଖଙ୍କୁ ଧନ୍ୟବାଦ ଦେଇଛନ୍ତି । ଅୟେସ ସେଠାରେ ତିନୋଟି ୫୦ ଓଭରିଆ ଏବଂ ଚାରୋଟି ଟ୍ୱେଂଟି ଟ୍ୱେଂଟି ମ୍ୟାଚ ଖେଳିବେ ବୋଲି ଜଣାପଡିଛି । ଅୟେସଙ୍କ ଏହି ସଫଳତା ପାଇଁ କୋରାଇ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ିଙ୍ଗୁଆ,

ଉାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ବ୍ୟାସନଗର ଫୋରମର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ସାଧାରଣ ସୁଂର ଜିଲା ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ନିୟୁମାର୍କେଟ ସ୍ଥିତ ଜେମ୍ସ ସ୍କୁଲର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ରୋଟାରିଆନ ଅଭୟ ପତି ଏବଂ ଆଡଭୋକେଟ ଅସ୍ମିତା ପତିଙ୍କର ବଡ଼ପୁଅ । ତାଙ୍କର ଆଜିର ଏହି ସଫଳତା ପାଇଁ ସେ କୋଚ୍ ଜାହିର ଶେଖଙ୍କୁ ଧନ୍ୟବାଦ ଦେଇଛନ୍ତି । ଅୟେସ ସେଠାରେ ତିନୋଟି ୫୦ ଓଭରିଆ ଏବଂ ଚାରୋଟି ଟ୍ୱେଂଟି ଟ୍ୱେଂଟି ମ୍ୟାଚ ଖେଳିବେ ବୋଲି ଜଣାପଡିଛି । ଅୟେସଙ୍କ ଏହି ସଫଳତା ପାଇଁ କୋରାଇ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ବ୍ୟାସନଗର ପ୍ରେସ ଫୋରମର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ,

ସାଧାରଣ ସଂପାଦକ ମଳୟକୁମାର ମଲ୍ଲିକ, ଉପସଭାତି ଦୟାନିଧି ନାୟକ, ଜ୍ଞାନରଞ୍ଜନ ଓଝା, ସହସାଂଦକ ଆଶୁତୋଷ ମହାନ୍ତି, ପ୍ରମୋଦକୁମାର ପାତ୍ର, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, କାର୍ଯ୍ୟାଳୟ ସାଂଦକ ବାଇଧର ମାଝୀ, ପ୍ରହଲ୍ଲାଦ ଦେଓ, ରୁଦ୍ର୍ରତାପ ।ଢୀ, ଉଦେଷ୍ଠା ଅଶୁତୋଷ ମିଶ୍ର, କୁଞ୍ଜବିହାରୀ ମହାନ୍ତି, ଅସିତାନନ୍ଦ ବିଶ୍ୱାଳ, ସୁଶାନ୍ତ କୁମାର ଭୂୟାଁ, ପ୍ରକାଶ କୁମାର ସାହୁ, ଜିତେନ୍ଦ୍ର କୁମାର ରାଉତ, ମାନସ ଆଏଚ, ଦୀପକ ଦାସ, ଆଶିଷ ରାଉତ, ଅଶୋକ କୁମାର ସାମନ୍ତସିଂହାର, ପ୍ରବୀର କୁମାର ଜେନା, କେଶବ ମଲ୍ଲିକ ପ୍ରମୁଖଙ୍କ ସମେତ ସମଗ୍ର ଯାଜୁର ଜିଲାରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

 

Exit mobile version