ତିନି କୋଟିରୁ ଉର୍ଦ୍ଧ୍ବ ଅର୍ଥରେ ବିକଷିତ ହେବ : ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମହାଙ୍ଗା :- ଏଣିକି ମହାଙ୍ଗାରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା, ତିନି କୋଟିରୁ ଉର୍ଦ୍ଧ୍ବ ଅର୍ଥରେ ବିକଷିତ ହେବ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଏଥିନେଇ ଆଜି ମାହାଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୫ଟି ରୂପାନ୍ତର କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା,

ଏହି ଅର୍ଥ ବିନିଯୋଗ ହେବା ଦ୍ୱାରା ମେଡିକାଲର ଭିତ୍ତିଭୂମି ବିକାଶ ହେବା ସହ ସାଧାରଣ ଜନତା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି, ଦୀର୍ଘ ଦିନ ପରେ ମାହାଙ୍ଗା ମେଡିକାଲ ର ବିକାଶ ପର୍ବ ଆରମ୍ଭ ହୋଇଥିବାରୁ ମାହାଙ୍ଗା ବାସୀ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି,

Exit mobile version