୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ମଣ୍ଡଳୀ ର ୱାର୍ଡ ନମ୍ବର ୧ ଅନ୍ତର୍ଗତ ଦଳିତ ଉତ୍କଳ ବାପଟିଷ୍ଟ୍ ମଣ୍ଡଳୀ ସମ୍ମିଳନୀ କମ୍ୟୁନିଟି ହଲ୍ ନିର୍ମାଣାଥେ ୨୦ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ୨୯ ଖଣ୍ଡ ମଣ୍ଡଳୀର ପାଳକ,ଚାଳକ,ତଥା କର୍ମକତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସହ କ୍ରୁତଞତା ଜଣାଇଛନ୍ତି ।
