
୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅଧୀନ ଟଙ୍ଗି ରତ୍ନମାଳି ସାହିର ପଛ ପଟ ବିଲ କୁ ଲାଗି ରହିଥିବା ଏକ ପୋଖରି ରେ ଜଣେ ଯୁବକର ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା।ଘଟଣା ସ୍ଥଳରେ ଟାଙ୍ଗି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୂତାବକ- ଟାଙ୍ଗି ରତ୍ନମାଳି ସାହିରେ ଥିବା

