ଜଲତାର୍ ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ହୋଇଛି

୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅବସ୍ଥିତ ଜଲତାର୍ ଗ୍ରାମ ପଞ୍ଚାୟତ ନିକଟସ୍ଥ ଜଲତାର୍ ଗୁଡା ପ୍ରାଥମିକ ବିଦ୍ୟାଳୟରେ ଚାରା ବୃକ୍ଷ ରୋପଣ କରିଥିଲେ । ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ଛାତ୍ର,ଛାତ୍ରୀ ସର୍ବ ମୋଟ=୧୫ ଗୋଟି ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ

ଶ୍ରୀମତୀ-ମିଟୁ ବଡ ରଇତ,ଇନ୍ ଚାର୍ଜ୍ ଶିକ୍ଷକ ଶ୍ରୀ-ଦ୍ବୀଲିପ୍ କୁମାର ବେହେରା ଦୁଇ ଗୋଟି ଶିକ୍ଷକ,ଶିକ୍ଷୟିତ୍ରୀ ଅଛନ୍ତି ।ପ୍ରଶାସନ ନିକଟରେ ଏହି ସ୍କୁଲ୍ ପ୍ରତି ଅଣ-ଦେଖା ହେଉଥିବା ଏକ ସ୍ମୃତି ରହି ଥାଉ କି ? ଛାତ୍ର,ଛାତ୍ରୀମାନଙ୍କର ପାଠ,ପଢା ଆଗ୍ରହ ମନ ବଳ ଲକ୍ଷ୍ୟ ସ୍ଥଳରେ ଗତି କରୁଥିବା ବେଳେ ପ୍ରଶାସନ ଏହି ସ୍କୁଲର ସମସ୍ୟା ପ୍ରତି ଅଣ-ଦେଖା ହେଉଥିବା ଜଣାପଡିଛି ।

ନିକଟସ୍ଥ ଜଲତାର୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ-ମାର୍କ ଦଳବେହେରା କହିଥିଲେ, କି ସ୍କୁଲର ସମସ୍ୟାର ସମାଧାନ କରିବା ନେଇ,କିନ୍ତୁ ଆଜି ପର୍ଯ୍ଯନ୍ତ ସ୍କୁଲର ପ୍ରତି ଦୃଷ୍ଟିରେ ଦେଖିଲେ ପୂର୍ବ ଅବସ୍ଥାକୁ ଫେରିଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ-ମିଟୁ ବଡ ରଇତ କହିବା ଅନୁସାରେ ସ୍କୁଲର ସମସ୍ୟା ପୂର୍ବରୁ ଯେଉଁ ବଳି ରହିଛି । ପୂର୍ବ ଅବସ୍ଥାକୁ ପଛକୁ ଫେରିବା ଅବସ୍ଥାରେ ପହଞ୍ଚିଛି । ଅଥଚ,

ନଳ କୂପ,ବାଉଡ୍ରି ୱାଲ୍ ,ବିଦ୍ବ୍ୟୁତ ସମସ୍ୟା,ଛାତରୁ ବର୍ଷା ପାଣି ଗଢୁଛି ।ଯଥା:-

Exit mobile version