ପାରଳାଖେମୁଣ୍ଡି ସହର କୁ ତିନି ଦିନିଆ ପାଇଁ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ – ଗଜପତି

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ଗଜପତି :- ଗଜପତି ଜିଲ୍ଲାରେ କରନା ପୋଜେଟି ଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଏଣୁ ଏହାକୁ ରୋକିବା ପାଇଁ ଆଗାମୀ ୨୮,୨୯ ଓ ୩୦ ତିନି ଧରି ଏଗଜପତି ଜିଲ୍ଲାର ସଦର ମହକୁମା ପାରଳଖେମୁଣ୍ଡି, କାଶୀନଗର ବ୍ଲକର ରାନିପେଣ୍ଠା, ଗୁମ୍ମାବ୍ଲକ ଓ ଗୋଷାଣୀ ବ୍ଲକ ସଟ୍ ଡାଉନ ଘୋଷଣା କଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ।

ଏ ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାରେ ଆଉ ୨୭କରନା ପୋଜେଟିଭ ଚିହ୍ନଟ ହେବ ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୪୧୧ରେ ପହଞ୍ଚିଛି ଚିହ୍ନଟ ଙ୍କମଧ୍ୟରୁ ୧୨ଜଣ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ହୋଇଥିବା ବେଳେ ୧୨ ଜଣ କଣ୍ଟେନମେଣ୍ଟ ଜୋନ୍ ର ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ଆକ୍ରାନ୍ତ ୨୬ଜଣଙ୍କୁ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ ଓ କୋଭିଡ କେର ସେଣ୍ଟର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି (ରିପୋର୍ଟ୍ : ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version