ଦାନୀ ସତ୍ୟ ନାରାୟଣ
ଏମିତିରେ ଦେଖିବାକୁ ଗଲେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସତ୍ୟ ନାରାୟଣ ସାଜିଥିଲେ ମହା ଦାନୀ ।
କେତେବେଳେ କାହାକୁ ଟଙ୍କା ପଇସା ତ କେତେବେଳେ କାହାକୁ ପଦ ପଦବୀ ଏମିତିକି ଆଜି ପର୍ଯ୍ୟନ୍ତ ବିଧାୟକ ଙ୍କ ମୁହଁରୁ ‘ନାହିଁ ‘ ଶବ୍ଦ କେବେ ଶୁଣିବାକୁ ମିଳିନି ।
ମୁଣ୍ଡ ରେ ବସେଇଥିବା ନେତା ବିଧାୟକ ଙ୍କ ଗୋଛି କାଟୁଥିବାର କଥା ମଧ୍ୟ ସାମ୍ନା କୁ ଆସିଛି ।
