Home ଓଡ଼ିଶା ପ୍ରଥମ ଥର ଫୁଟ୍ଟାସିଙ୍ଗ୍ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମିଟିଙ୍ଗ୍ ହୋଲରେ ଜିଲ୍ଲା ପାଳଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକର ଫୁଟ୍ଟାସିଙ୍ଗ୍ ଗ୍ରାମପଞ୍ଚାୟତ ନିକଟସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାରେ ଜିଲ୍ଲାପାଳ ମହାଶୟାଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଛି । ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ହୋଇଥିବା ସମୟରେ ବିପର୍ଯ୍ୟସ୍ତ ସଙ୍କୁଚିତ ପ୍ରାପ୍ତ ମଧ୍ୟରେ ଟାଟା ପାୱାର୍ ବିଦ୍ୟୁତ୍ କାଟି ଦେଇଥିଲେ । ଏହାର ଗୁରୁତ୍ବପୂର୍ଣ୍ଣ ଜନ ଶୁଣାଣି ହେବ ବୋଲି ଟାଟା ପାୱାର୍ ବିଦ୍ୟୁତ୍ ଚାଳକ ଜାଣି ନାହିଁ ବୋଲି ବିଦ୍ୟୁତ୍ କାଟି ଦେଇଥିବା ଜଣାପଡିଛି । x. ଫୁଟ୍ଟାସିଙ୍ଗ୍ ଗ୍ରାମାଞ୍ଚଳରେ କେତେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ପାଳଙ୍କୁ ୦୯ ଦଫା ସ୍ମାରକପତ୍ର ଦେଇଥିଲେ । x ଫୁଟ୍ଟାସିଙ୍ଗ୍ ଅଞ୍ଚଳରେ ନଅ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ଫୁଟ୍ଟାସିଙ୍ଗ୍ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଜିଲ୍ଲା ପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । x. ଫୁଟ୍ଟାସିଙ୍ଗ୍ ଠାରେ ଥିବା ଡାକ୍ତରଖାନାକୁ ପି ଏଚ୍ ସି ଠାରୁ ସି ଏଚ୍ ସି କରିବା ନେଇ ସ୍ମାରକପତ୍ର ଦେଇଥିଲେ । x. ଶଗଡା ଗ୍ରାମପଞ୍ଚାୟତରେ ରହିଥିବା ଅନେକ ସମସ୍ୟା ଗୁଡିକ ସମ୍ପର୍କରେ ୦୫ ଦଫା ସ୍ମାରକପତ୍ର ଜିଲ୍ଲା ପାଳଙ୍କୁ ଦେଇଛନ୍ତି । x. ଗୁଣପୁର ବ୍ଲକର ନୂତନ ପି ଏମ୍ ଜି ଏସ୍ ୱାଇ ରାସ୍ତା ନିର୍ମାଣ ନିମନ୍ତେ ୧୧ ଦଫା ସ୍ମାରକପତ୍ର ଦେଇଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତ ତଥା ଗ୍ରାମରୁ ଜନ ସାଧାରଣ ଲୋକ ନିଜ ନିଜର ଅସୁବିଧା ଜିଲ୍ଲା ପାଳ ମହାଶୟାଙ୍କୁ ଯୁଗ୍ମ ଅଭିଯୋଗ ଦରଖାସ୍ତ ଦେଇଥିଲେ,ଜିଲ୍ଲା ପାଳ ମହାଶୟାଙ୍କ ପାଖରେ ସର୍ବ ମୋଟ ଦରଖାସ୍ତ ଯୁଗ୍ମ ଅଭିଯୋଗ ପତ୍ର ସଂଖ୍ଯା=୮୫ ଗୋଟି ପତ୍ର ଯାଇଥିବା ଜଣାପଡିଛି । ଶେଷରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ଓ ପି ଲି ପି ତରଫରୁ ଯେଉଁ ପୁଅ ଝିଅ ୧୮ ବର୍ଷରୁ ବିବାହ ହୋଇ ଶାଶୁ ଘର ଯାଇଛନ୍ତି,ସେହି ପୁଅ ଝିଅମାନଙ୍କୁ ଜିଲ୍ଲା ପାଳ ମହାଶୟାଙ୍କ ଦ୍ବାରା ଇଣ୍ଡିଆନ୍ ବ୍ୟାଙ୍କର ଚେକ୍ ମୂଲ୍ଯ=୨୦,୦୦୦/-ଟଙ୍କା ୦୮ ଜଣ ଝିଅ ମାଆମାନଙ୍କୁ ପୁରସ୍କାର ଦେଇଥିଲେ । ଉକ୍ତ ଅଭିଯୋଗ ଶୁଣାଣି ଦିନ ସମ୍ପୃକ୍ତ ଉପରେ ଜିଲ୍ଲାପାଳ,ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ,ଚିକିତ୍ସା ଅଧିକାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ,ତଥା ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଦିନ ଜିଲ୍ଲା କାର୍ଯ୍ଯାଳୟର ଅତିରିକ୍ତ ଜିଲ୍ଲା ପାଳ ଓ ଉପ ଜିଲ୍ଲା ପାଳ,ରାଜସ୍ବ ଅଧିକାରୀ,ଆରକ୍ଷୀ ଅଧ୍ୟକ୍ଷକ ବହୁତ ସଂଖ୍ଯାରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣିରେ ଯୋଗ ଦେଇଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026