Home ଓଡ଼ିଶା ମିଶନ୍ ସବୁଜ ସୁନ୍ଦର କୋରାଇ’ ଅଭିଯାନରେ ଆକାଶଙ୍କ ଚାରା ରୋପଣ ଓ ବଂଟନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପ୍ରତିଘରେ ଘରେ ବଂଟନ କରିବେ ଚାରା ; ସଜେଇ ହେବ ମାଟି ମା’ସବୁଜ ରଙ୍ଗରେ ୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତ ପଣ୍ଡୁଳାସ୍ଥିତମା’ ହିଙ୍ଗୁଳା କଲ୍ୟାଣମଣ୍ଡପ ନିକଟରେ କୋରାଇର ପୂର୍ବତନ ବିଧାୟକ ତଥା ରାଜ୍ୟ ସରକାରଙ୍କ‘ ମୋକଲେଜ ଅଧ୍ୟକ୍ଷ’ ଆକାଶ ଦାସ ନାୟକ ଙ୍କ ନେତୃତ୍ୱରେ‘ ମିଶନ୍ ସବୁଜ କୋରାଇ’ ଅଭିଯାନରେ ୧୦୦ଚାରା ରୋପଣ କରାଯାଇଅଛି । ପରେ ଧନେଶ୍ୱର ପଂଚାୟତର ପଣ୍ଡୁଳାଗ୍ରାମର ପ୍ରତି ଘରେ ଘରେ ଚାରାବଂଟନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗ୍ରାମରେ ଏକ ହଜାରରୁ ଊର୍ଦ୍ଧ୍ୱଚାରା ବଂଟନ କରା ଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଶ୍ରୀ ଦାସ ନାୟକ ଅଂଚଳବାସୀଙ୍କୁ କହିଛନ୍ତି‘ ଆସନ୍ତୁ ସମସ୍ତେ ମିଳିମିଶି ଗଢିବା ସବୁଜ ସୁନ୍ଦର କୋରାଇ,‘କୋରାଇମା’ ମାଟିକୁ ସଜେଇ ଦେବା ସୁବଜରଙ୍ଗରେ ବୋଲି ନିବେଦନ କରିବାସହ‘ ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ବୋଲି କହିଥିଲେ । ଆଗାମୀ ଦିନରେ କୋରାଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଘରେଚାରା ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଦାସ ନାୟକ କହିଛନ୍ତି । ଆଜିର ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଧନେଶ୍ୱର ପଂଚାୟତର ପୂର୍ବତନ ସରପଂଚ ରାଜେନ୍ଦ୍ରକୁ ମାରରାଉତ, ଶିକ୍ଷା ବିତସଚ୍ଚିଦାନନ୍ଦ ରାଉତ, ଆଲୋକମହାନ୍ତି, ସତ୍ୟଜିତ ପଟ୍ଟନାୟକ, ରାକେଶ ପ୍ରତିହାରୀ, ପ୍ରଶାନ୍ତ ରାଉତ, ପ୍ରଶାନ୍ତ ସ୍ୱାଇଁ, ଅନିଲବୋଇତାଇ, ସୁବ୍ରତସେଠୀ, ରଞ୍ଜନ ପ୍ରତିହାରୀ, ପ୍ରଦୀପ ସ୍ୱାଇଁ, ସନ୍ତୋଷକୁମାରସାହୁ, ମନୋଜ ଦାସ, ମନୋଜ ପ୍ରତିହାରୀ, ବିଜୟମଲ୍ଲିକ, ଜଳଧର ରାଉତ, ଚିନ୍ତାମଣୀ ଦାସ, ପବିତ୍ରମୋହନ ପ୍ରତିହାରୀ, ଗୋପାଳସାହୁ, ରାଜେଶ ନାୟକ, ସଞ୍ଜୟବାରିକ, ଅବିନାଶ ଦାସ, ଦିଲ୍ଲୀପ ବାରିକ, ଅଶୋକସେଠୀ, ସେକ୍ସାବନ୍, ପୀତାମ୍ବର ନନ୍ଦ, ଅନାଦି ମହାନ୍ତି, ଏସ୍.କେ. ଫୁରକାନ୍, କୁଳମଣୀ ଦାସ, ସେକ୍ଜହର ଅଲ୍ଲୀ, ବିଜୟ ଦସ, ଜିତେନ୍ଦ୍ରସିଂ, କୈଳାସ ପଟ୍ଟନାୟକ, ରବୀନ୍ଦ୍ରକାନୁନ୍ଗୋ, ରାଜକିଶୋର ପଟ୍ଟନାୟକ ପ୍ରମୁଖଉପସ୍ଥିତରହିସହଯୋଗକରିଥିଲେ l ପତିତ ଜମିରେ ଚାରାରୋପଣ କରିପରିବେ ଶକୁସନ୍ତୁ ଳନରୁର କ୍ଷାକରିବାରେ ଆକାଶ ବାବୁଙ୍କର ଏହି ପ୍ରୟାସ ସାଧାରଣରେ ବେଶ ପ୍ରଶଂସନୀୟ ହୋଇଛି । ଅଧ୍ୟକ୍ଷ’ ଆକାଶ ଦାସନାୟକଙ୍କ ନେତୃତ୍ବରେ ‘ମିଶନ୍ ସବୁଜ କୋରାଇ’ ଅଭିଯାନରେ ୧୦୦ ଚାରା ରୋପଣ କରାଯାଇଅଛି । ପରେ ଧନେଶ୍ବର ପଂଚାୟତର ପଣ୍ଡୁଳା ଗ୍ରାମର ପ୍ରତି ଘରେପରେ ଚାରା ବଂଟନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗ୍ରାମରେ ଏକ ହଜାରରୁ ଉର୍ଦ୍ଧ୍ବ ଚାରା ବଂଟନ କରାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ ଅଂଚଳବାସୀଙ୍କୁ କହିଛନ୍ତି ‘ଆସନ୍ତୁ ସମସ୍ତେ ମିଳିମିଶି ଗଢିବା ସବୁକଷ୍ଟୁନ୍ଦର କୋରାଇ, ‘କୋରାଇ ମା’ ମାଟିକୁ ସଜେଇ ଦେବା ସୁବଜ ରଙ୍ଗରେ ବୋଲି ନିବେଦନ କରିବା ସହ ‘ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ବୋଲି କହିଥିଲେ । ଆଗାମୀ ଦିନରେ କୋରାଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଘରେ ଚାରା ପହଂଚାଇବା ପାଇଁ ପ୍ରୟାସ ଜାରି ରଖୁଛନ୍ତି ବୋଲି ଶ୍ରୀ ଦାସନାୟକ କହିଛନ୍ତି । ଆଜିର ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଧନେଶ୍ୱର ପଂଚାୟତର ପୂର୍ବତନ ସରପଂଚ ରାଜେନ୍ଦ୍ର କୁମାର ରାଉତ, ଶିକ୍ଷାବିତ ସଚ୍ଚିଦାନନ୍ଦ ରାଉତ, ଆଲୋକ ମହାନ୍ତି, ସତ୍ୟଜିତ ପଟ୍ଟନାୟକ, ରାକେଶ ପ୍ରତିହାରୀ, ପ୍ରଶାନ୍ତ ରାଉତ, ପ୍ରଶାନ୍ତ ସ୍ୱାଇଁ, ଅନିଲ ବୋଇତାଇ, ସୁବ୍ରତ ସେଠୀ, ରଞ୍ଜନ ପ୍ରତିହାରୀ, ପ୍ରଦୀପ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ମନୋଜ ଦାସ, ମନୋଜ ପ୍ରତିହାରୀ, ବିଜୟ ମଲ୍ଲିକ, ଜଳଧର ରାଉତ, ଚିନ୍ତାମଣୀ ଦାସ, ପବିତ୍ର ମୋହନ ପ୍ରତିହାରୀ, ଗୋପାଳ ସାହୁ, ରାଜେଶ ନାୟକ, ସଞ୍ଜୟ ବାରିକ, ଅବିନାଶ ଦାସ, ଦିଲ୍ଲୀପ ବାରିକ, ଅଶୋକ ସେଠୀ, ସେକ୍ ସାବନ୍, ପୀତାମ୍ବର ନନ୍ଦ, ଅନାଦି ମହାନ୍ତି, ଏସ୍.କେ. ଫୁରକାନ, କୁଳମଣୀ ଦାସ, ସେକ୍ ଜହର ଅଲ୍ଲୀ, ବିଜୟ ଦସ, ଜିତେନ୍ଦ୍ର ସିଂ, କୈଳାସ ପଟ୍ଟନାୟକ, ରବୀନ୍ଦ୍ର କାନୁନ୍ଗୋ, ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପତିତ ଜମିରେ ଚାରା ରୋପଣ କରି ପରିବେଶକୁ ସନ୍ତୁଳନକୁ ରକ୍ଷା କରିବାରେ ଆକାଶ ବାବୁ ଙ୍କର ଏହି ପ୍ରୟାସ ସାଧାରଣରେ ବେଶ ପ୍ରଶଂସନୀୟ ହୋଇଛି । Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026