୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :– ଆର,ଉଦୟଗିରି ବ୍ଳକର ମହେନ୍ଦ୍ରଗଡ ପଞ୍ଚାୟତ ପରିସରରେ ଗୁରୁବାର ରାସନକାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହେନ୍ଦ୍ରଗଡ ଗ୍ରାମରେ ଦୀର୍ଘ ବର୍ଷ ଧରି ଅଧିକ ସମୟ ଧରି ରହିଥିବା ତିଦ୍ଧତୀୟ ଶରଣାଙ୍କୁ ଏହି ରେସନକାର୍ଡ ପ୍ରଦାନ କରାଯାଇଥିଲା । ଏଥିରେ ମୋହନା ନିର୍ବାଚନ ବିଧାୟକ ଦାଶରଥି ଗମାଙ୍ଗ,


