
୨ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗ୍ଳାମର ଦୁନିଆ ରେ ଓଡ଼ିଆ ଝିଅର କମାଲ ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ନଡିଆତୋଟା ସାହିର ପାୟଲ ପାତ୍ର। ଷ୍ଟାର ଏଣ୍ଟର ଟେନ୍ମେଣ୍ଟ ଜାତୀୟ ସ୍ତରରେ ଗତ ଡିସେମ୍ବର ଠାରୁ ଆରମ୍ଭ ହୋଇଛି ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତା ଏଥିରେ ଅନଲାଇନ ଅଡିସନ ରେ ଭାଗନେଇ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ମନ ଜିଣିଲେ ପାୟଲ।

