କରୋନା ସମ୍ପର୍କରେ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ – ନୟାଗଡ

ଓଡିଶା ତାଜା ନ୍ୟୁଜ୍ (୨୫ ଜୁନ୍ ଗୁରୁବାର ) ନୟାଗଡ : ନୟାଗଡ ବ୍ଲକ ଜାମୁ ସାହି ରୁ ବାହାରି ଥିବା କରୋନା ଆକ୍ରାନ୍ତ ରେ ସେହି ଗାଁ କୁ ଜିଲ୍ଲପାଳ କଣ୍ଟନମେଣ୍ଟ ଘୋଷଣା କଲେ ଏପରିକି ନୟାଗଡ ସହରର ଯଦୁମଣି ନଗର କଟକଣା ମଧ୍ୟରେ ଥିବାବେଳେ ଦେବୋତ୍ତର କଲୋନୀ କୁ ତୀକ୍ଷ୍ନ ନଜର ରେ ରଖା ଯାଇଛିବୋଲି ଜିଲ୍ଲାପାଳ ଡା. ପୋମା ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି (ରିପୋର୍ଟ ରାମକୃଷ୍ଣ ରଥ)

Exit mobile version