Home ଓଡ଼ିଶା ଜଗନ୍ନାଥ ସେନା ତରଫରୁ ସରୋଜ ମହାରଣା ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପ ଦାନ l by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଗତକାଲି ମହାପ୍ରଭୁ ଙ୍କ ନନ୍ଦିଘୋଷ ରଥ ଆସିବା ବେଳେ ଦୋଳ ମଣ୍ଡପ ଠାରେ ନନ୍ଦିଘୋଷ ରଥ ଅଟକିବା ସମୟରେ ମୁଖ୍ୟ ମହାରଣା ଙ୍କ ପୁଅ ସରୋଜ ମହାରଣା ଙ୍କ ପାଦରେ ଧରିଥିବା କାଠ ଖଣ୍ଡିକ ଗୋଡ଼ରେ ପଡିଯାଇଥିବାରୁ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ସଙ୍ଗେ ସଙ୍ଗେ ସେହି ସମୟରେ ଦେବୋତ୍ତର ମ୍ୟାନେଜର, ଦେବୋତ୍ତର ଅଧିକାରୀ ଓ ମୁଖ୍ୟ ମହାରଣା ଙ୍କ ସହିତ ତାଙ୍କ ସହଯୋଗୀ ତୁରନ୍ତ ସରୋଜ ମହାରଣା ଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ମେଡିକାଲ ରେ ପହଂଚି ଡାକ୍ତର ଙ୍କୁ ଦେଖାଇ ଥିଲେ ସରୋଜ ମହାରଣା ଙ୍କ ଡାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାର ଦେଖିବାକୁ ମିଳିଥିଲା ଡାକ୍ତରଖାନା ରେ ସରୋଜ ଙ୍କ ଗୋଡ଼କୁ ଷ୍ଟିଚ କରିବା ପାଇଁ ସୁତାଟିଏ ମିଳିଲାନାହିଁ ଏହାକୁ ନେଇ ଜଗନ୍ନାଥ ସେନା ତରଫରୁ ନିନ୍ଦା ପ୍ରସ୍ତାବ ଆଣିଥିଲେ l ପରବର୍ତ୍ତୀ ସମୟରେ ଜଗନ୍ନାଥ ସେନା ତରଫରୁ ଶନିବାର ସନ୍ଧ୍ୟ 7.30 ସମୟରେ ରଣପୁର ଜଗନ୍ନାଥ ମନ୍ଦିର ସିଂହଦ୍ୱାର ସାମ୍ନାରେ ସମୂହ ଦୀପ ଦାନ କରି ଜଗନ୍ନାଥ ସେନା ତରଫରୁ ସରୋଜ ମହାରଣା ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପ ଦାନ . Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026