ଗୌରବ ମାସ: ବେଦାନ୍ତ ଆଲୁମିନିୟମ ଏହାର ବିବିଧ କାର୍ଯ୍ୟକ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ

୩୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :- ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ବିବିଧ ର୍କ୍ୟାକ୍ଷେତ୍ରକୁ  କରିବା ଲାଗି ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବରେ ।ଳନ ପାଇଁ ଗୌରବ ମାସ ପାଳନ କରିଥିଲା । ନିକଟରେ ଦୁଇଜଣ ଟ୍ରାନସଜେଣ୍ଡର ବୃତିଧାରୀଙ୍କୁ ଓଡ଼ିଶାର ଲାଂଜିଗଡ଼ରେ ଏହାର କାର୍ଯ୍ୟକ୍ଷେତ୍ରକୁ ସ୍ୱାଗତ କରିଥିଲା । କମ୍ପାନିର ଲାଂଜିଗଡ଼, ବାଲକୋ ସଂସ୍ଥାରେ ମଧ୍ୟ ଏହାର ର୍କ୍ୟାକାରୀତା କର।।ଇଥିଲା । ବେଦାନ୍ତ ଆଲୁମିନିୟମ ମିଶନରେ ଏହା ଏକ ମହତ୍ୱ  ସ୍ୱାଗତ କରିଥିଲା । କମ୍ପାନିର ଲାଂଜିଗଡ଼, ବାଲକୋ ସଂସ୍ଥାରେ ମଧ୍ୟ ଏହାର କାର୍ଯ୍ୟକାରୀତା କରାଯାଇଥିଲା । ବେଦାନ୍ତ ଆଲୁମିନିୟମ ମିଶନରେ ଏହା ଏକ ମହତ୍ୱପୂର୍ଣ୍ଣ ସଫଳତା ଭାବରେ ପ୍ରମାଣିତ ହୋଇଛି େଉଁଠାରେ ବିବିଧ ର୍କ୍ୟାକ୍ଷେତ୍ରକୁ ପ୍ରତାଦିତ କରିବା, ଭାରତ ତଥା ବିଶ୍ୱର ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଫାର୍ମ ମଧ୍ୟରେ କମ୍ପାନିକୁ ସ୍ଥାନିତ କରି ଏଲଜିବିଟିକ୍ୟୁଏ+ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ସୁରକ୍ଷା, ସାମଗ୍ରୀ ଗତିବିଧି ଓ ଆତିଥ୍ୟଭଳି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି । ସମାଜର ।ରିାଶ୍ୱିର୍କ ସ୍ଥାନରୁ ସ୍ମାର୍ଟ ଉତ୍ପାଦନ କାରଖାନାକୁ ଗୋଷ୍ଠୀ ପରିବର୍ତନକୁ ସହଜିଆ କରିବା ଓ ସେମାନଙ୍କୁ ଅର୍ଦ୍ଧ କୁଶଳୀ ବ୍ୟକ୍ତିରୁ ବୃତିଗତ ଭାବରେ ବିକଶିତ କରିବାରେ ସାହାଯ୍ୟ କରିବାକୁ ବେଦାନ୍ତ ଆଲୁମିନିୟମ ତ୍ରିସ୍ତରୀୟ ପ୍ରଣାଳୀ ଅନ୍ତର୍ଭୁକ୍ତ କରିଛି ଯାହା:

 ସ୍କିଲ ମ୍ୟାପିଂ ଅଧ୍ୟୟନ କରି ଟ୍ରାନସ ବ୍ୟକ୍ତିଙ୍କୁ ଏକ ସର୍ବନିମ୍ନ ଦକ୍ଷତା ସେଟ କରିବାରେ ସମର୍ଥ କରାଇବା ।

 ନିୁକ୍ତି ପାଇଁ ବ୍ୟାପକ ପ୍ରଶିକ୍ଷଣ ର୍କ୍ୟାକ୍ରମ, ସଫ୍ଟ ସ୍କିଲ ଓ ବ୍ୟବସାୟିକ ଜ୍ଞାନ ସହ ଦକ୍ଷତାକୁ ୋଡିବା ଲକ୍ଷ୍ୟ ରଖ।।ଇଛି ।

 ଟ୍ରାନସ ଲୋକମାନଙ୍କୁ ସାମଜିକ ତଥା ମାନସିକ ସମର୍ଥନ, ଉପୁକ୍ତ ଆଚରଣ ଓ ସମସ୍ତଙ୍କ 

ଇଁ ଉୁକ୍ତ ସମନ୍ୱିତ ତଥା ଉତ୍ସାହଜନକ ପରିବେଶ ଗଠନ ପାଇଁ ଆହ୍ୱାନ ସୃଷ୍ଟି କରାଯାଉଛି । ସର୍ବଭାରତୀୟ ସ୍ତରରେ ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଶିଳ୍ପରେ ଲିଙ୍ଗ ନିର୍ବିଶେଷରେ ଅନୁାତ କମ ରହୁଥିବାରୁ ଏହି ତାରତମ୍ୟକୁ ଦୂର କରିବା ଜରୁରୀ ଅଟେ । ବହୁମୁଖୀ ଚିନ୍ତାଧାରା ଓ ରଣନୀତିକ ନିଷ୍ପତି ନେବାରେ ବିବିଧତାର ପରିବର୍ତନଶୀଳ ଶକ୍ତିକୁ ସ୍ୱୀକୃତି ଦେଇ ବେଦାନ୍ତ ଆଲୁମିନିୟମ ଉପାଦାନ ଶିଲ୍ପ ଲାଗି ଏକ ମିଶନ ଆରମ୍ଭ କରିଛି ଓ ଲିଙ୍ଗ ନିର୍ବଶେଷରେ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛି । ଆର୍ଥକ ବର୍ଷ ୨୩ ପରଠାରୁ କମ୍ପାନିଗୁଡ଼ିକ କର୍ମକ୍ଷେତ୍ରରେ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀର ସଦସ୍ୟମାନଙ୍କୁ ସକ୍ରିୟ ଭାବେ ର୍କ୍ୟାସୁୋଗ ଦେବା ପାଇଁ ଆଗଭର ହେଉଛନ୍ତି । ଏହାର ବିବିଧ ର୍କ୍ୟା ସଂସ୍କୃତିକୁ ମଜବୁତ କରିବା ଲାଗି କମ୍ପାନିର ପ୍ରୟାସ ଉରେ ବେଦାନ୍ତ ଲିମିଟେଡ- ସିଇଓ ଆଲୁମିନିୟମ ବିଜିନେସ ଶ୍ରୀ ରାହୁଲ ଶର୍ମା କହିଛନ୍ତିେ- ଆମର ବିଶ୍ୱ ବଜାର ଓ ଗ୍ରାହକଙ୍କ ବିବିଧ ତଥା ଜଟିଳ ଦୃଶ୍ୟକୁ ନେଭିଗେଟ କରିବା ବେଳେ ଏହାର ବିବିଧତାକୁ ଗ୍ରହଣ କରିବାର ଅମୂଲ୍ୟ ଅବଦାନକୁ ଆମେ ଜାଣିପାରିଛୁ । ଆମେ ଭବିଷ୍ୟତ ପାଇଁ ଏହି ଉଦ୍ୟମ ଜାରୀ ରଖିବୁ ଯେଉଁଠାରେ ବିବିଧତା ନୂତନତା ଓ ସଫଳତାର ଏକ ଅନୁକ୍ରମଣିକା ଭାବେ ପାଳିତ ହେବ ।

ତାଙ୍କ ଅଭିଜ୍ଞତାକୁ ବାଂଟି ଲାଞିଗଡ଼ରେ ନିୁକ୍ତ ଟ୍ରାନସ ପ୍ରଫେସନାଲ ରଂଜନ ପ୍ରଧାନ କହିଛନ୍ତିେ ଏକ ସ୍ଥାୟୀ ଜୀବିକା ଅର୍ଜନ କରିବା ଓ ମୋର ବ୍ୟକ୍ତିଗତ ଓ ବୃତିଗତ ଅଭିବୃଦ୍ଧି ଲାଗି ମୁଁ କୃତଜ୍ଞ । ଏହିପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଦଳିତ ଟ୍ରାନସ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତ ସହିତ ସମାନ କରିବାକୁ ପ୍ରୟାସ କରୁଥିବାରୁ ମୁଁ ଅସୀମ ଧନ୍ୟବାଦ ଜଣାଉଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉôାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Exit mobile version