Home ଓଡ଼ିଶା ରଣପୁର ବାହୁଡା ଯାତ୍ରା ଅବସରରେ HELP MISSION TRUST : ପ୍ରସାଦ ବଣ୍ଟନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରାଜ୍ୟର ସ୍ଵେଚ୍ଛାସେବୀ ଅନୁଷ୍ଠାନ HELP MISSION TRUST ତରଫରୁ ବାହୁଡା ଯାତ୍ରା ରେ ସମସ୍ତ ଜନ ସାଧାରଣ ଓ ଭକ୍ତ କ ପାଇଁ ପ୍ରସାଦ ବଣ୍ଟନ କରାଯାଇଅଛି ଭକ୍ତ ମାନଙ୍କ ସାଙ୍ଗରେ ମିଶି HELP MISSION TRUST ର ସମସ୍ତ କର୍ମୀ ବାହୁଡା ଯାତ୍ରା ରେ ନିଜେ ରଥ ଟାଣିବାର ସୈଭାଗ୍ୟ ପାଇଛନ୍ତି ବୋଲି HELP MISSION TRUST ର ପ୍ରତିଷ୍ଠାତା ଚଳଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ନମ୍ରତା ସିଂହ ଦେଓ ମତ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଆମ ଅନୁଷ୍ଠାନ ଅମିତ ସବୁ କାର୍ଯ୍ୟକ୍ରମ ଯାଥା ଶୀତଳ ଷଷ୍ଠୀ ରଜ ରଥ ଯାତ୍ରା ଆଦି ଆଦି ଅନେକ ପର୍ବ ଜାରି ରଖିଛି ଆଗକୁ ମଧ୍ୟ ଆମର ସବୁ ପର୍ବ ପର୍ବାଣୀ ରେ ରଣପୁର ବାସିନ୍ଦା କର ଶୁଖ ଦୁଃଖ ଏବଂ ସବୁ କାର୍ଯ୍ୟକ୍ରମ ରେ HELP MISSION TRUST ସହଯୋଗ ରେ ହାତ ବଢ଼ାଇବ ଏ ରଣପୁର ମାଟି ମୋର ମୁଁ ମୋ ନିଜ ଖୁଶି ରେ ରଣପୁର ପାଇଁ କିଛି କରିବାକୁ ଚାହୁଁଥିଲି ,ମୁଁ ଜାଣେ ଅଭିନେତ୍ରୀ ହେଲେ ମଧ୍ୟ ସାମାଜ ସେବା ରେ ମୋର ଆଗ୍ରହ .ସେବା କରିବାର ସୁଯୋଗ ମିଳିଲେ ମୁଁ ଏବଂ ଆମ ଅନୁଷ୍ଠାନ HELP MISSION TRUST ସଦା ସର୍ବଦା ମୋର ରଣପୁର ବାସୀ କ ପାଇଁ ଆଗରେ ରହିବ, ଆମର ଭାଗ୍ୟ ନିଜ ଗାଁ ମାଟିରେ କାର୍ଯ୍ୟକ୍ରମ କରିପାରୁଛୁ, ଆମର ଭାଗ୍ୟ ଏଭଲି ପବିତ୍ର ଦିନରେ ଆମକୁ ପ୍ରସାଦ ବଣ୍ଟନ ସୁଯୋଗ ମିଳିଥିବାରୁ ବାହୁଡା ଯାତ୍ରା ରେ ପ୍ରଭୁ ଶ୍ରୀ ଜଗନ୍ନାଥ କ ପାଖରେ ଆମ ଚିର ରୁନି ଏମିତି ପ୍ରତିବର୍ଷ ରଥ ଯାତ୍ରା ରେ କାର୍ଯ୍ୟକ୍ରମ କରାଯିବ ସମସ୍ତ ରଣପୁର ବାସୀ ଙ୍କୁ ଆମ HELP MISSION TRUST ତରଫରୁ ଅନେକ ଧନ୍ୟବାଦ ଆଜିର ଏହି ପ୍ରାସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ରାଜେଶ, ରକି, ବୁବୁ, ପପୁ, ସାଇ, ନମ୍ରତା, ଅନିସା, ପ୍ରଚେତI, ରାଣୀ ଆଦି ସମସ୍ତ HELP MISSION TRUST କର୍ମୀ ପରିଚାଳିତ କରିବାରେ ସହଯୋଗ କରିଥିଲେ ଜୟ ଜଗନ୍ନାଥ ନମ୍ରତା ସିଂହଦେଓ (HELP MISSION TRUST ) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ରେ ୯ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ by Proprietor Abhimanyu Maharana October 17, 2026 ରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ by Proprietor Abhimanyu Maharana October 17, 2026 ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍ by Proprietor Abhimanyu Maharana October 17, 2026