ଯମୁନାକୋଟ ରେ ସମବାୟ ସମିତି ର ନୂତନ ଗୃହ ଉଦଘାଟନ

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ଆଜି ପବିତ୍ର ବାହୁଡା଼ ଯାତ୍ରା ଅବସରରେ ପ୍ରାଥମିକ କୃଷି ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟିତ ହୋଇଯାଇଛି ।

ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଫିତା କାଟି ନୂତନ ଗୃହ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯମୁନାକୋଟ ସରପଞ୍ଚ ରଞ୍ଜନ କୁମାର ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version