ଟାଙ୍ଗୀ ଅବକାରୀ ପୋଲିସ୍ ମଦ ମାଫିଆ ମାନଙ୍କ ଉପରେ ଚଢାଉ – ଆଭିଯୁକ୍ତ ଗିରଫ

୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ମଦ ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ଟାଙ୍ଗୀ ଅବକାରୀ ପୋଲିସ । ଦିନରେ  ମାରାଥନ୍  ରେଡ୍ କରି   ୩ ଜଣ ମଦ ବୋପାରୀ  ଗିରଫ କରିଛି । ଳଳଳନଧଝେ ବଡପାରୀରେ ଚଢାଉ କରି  ହିତେଶ ବିଶ୍ୱାଳକୁ ଗିରଫ କରିଥିବା ବେଳେ ତା ନିକଟରୁ  ୧୫ ଲିଟର ଦେଶୀ ମଦ ଜବତ କରିଛି ।ସେହିଭଳି   ଛଣଗୀରି  ଗ୍ରାମରେ ଚଢାଉ କରି ରାଉଳ ପ୍ରଧାନକୁ ଗିରଫ କରି ତା ନିକଟରୁ  ୫ ଲିଟର ଆସ୍କା  ୪୦ ଜବତ କରିଛି..ସେହିଭଳି  ସାନ ଗୋବିନ୍ଦ ପୁର ଗ୍ରାମରେ ଚଢାଉ କରି ରୀତାଂଜଳୀ ଜେନାକୁ ଗିରଫ କରି  ୫ ଲିଟର ଆସ୍କା  ୪୦ ମଦ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ପୋଲିସ୍ଗି । ଗିରଫ ଅଭିଯୁକ୍ତ ମାନଙ୍କୁ  କୋର୍ଟ ଚାଲାଣ କରିଛି ଅବକାରୀ ପୋଲି ଅବକାରୀ  ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ଏଭଳି ମାରାଥନ ରେଡ୍ ଫଳରେ ମଦ ମାଫିଆ ମାନଙ୍କ ମଧ୍ୟ୍ୟରେ ପଶିଛି ଛନକ । 

Exit mobile version