ରାଜଜଙ୍କିଆ  ଗାଁ ଦାଣ୍ଡ ମଝିରେ ୧୧୦୦ ଭୋଲ୍ଟ ର ବିଦ୍ୟୂତ୍ ତାର ଖସିପଡିବାରୁ : ଗ୍ରାମର ଲୋକମାନେ ଭୟଭୀତ

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ରାଜଜଙ୍କିଆ  ଗାଁ ଦାଣ୍ଡ ମଝିରେ ୧୧୦୦ ଭୋଲ୍ଟ ର ବିଦ୍ୟୂତ୍ ତାର ଖସିପଡିବାରୂଉକ୍ତ ଗ୍ରାମର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଯାହା ଫଳରେ ଭୀଷଣ ଯୋର୍ ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚାନ୍ଦପୁର ସେକ୍ସନ ଵିଦ୍ୟୁତ୍ ଵିଭାଗ  ଅଧିକାରୀ ଙ୍କୁ ଅଭିଯୋଗ  କରିଥିଲେ ମନ୍ଧ୍ୟ ଖାମ୍ ଖିଆଲ ମନୋବୃତିରେ ଘଟଣା ସ୍ଥଳରେ ଵିଳମ୍ଵ ରେ ପହଞ୍ଚି  ଥିଲେ ।

ଲାଗିରହିଥିବା ଉତ୍ତେଜନା ଭିତରେ ଊଭୟ ଙ୍କ ମନ୍ଧ୍ୟ ରେ ବଚସା ଆରମ୍ଭ ହୋଇଥିଲା । ଗୁରୁତର ହେବାରୁ ଚାନ୍ଦପୂର ଥାନା ଘଟଣା ଯାଗାରେ ପହଞ୍ଚି ଊତ୍ୟକ୍ତ ଲୋକମାନଙ୍କୁ ଵୁଝାସୁଝା କରି ସ୍ୱଳ୍ପ ସମୟ ଧାର୍ଯ ଭିତରେ ଊପୁଜିଥିବା ସମସ୍ୟା କୁ ତୁରନ୍ତ ସମାଧାନ କରିବା ପାଈଁ ପ୍ରତିଶୃତି ଦେଇଥିଲେ । ପରେ  ଉତ୍ୟକ୍ତ ଲୋକମାନେ ଧାରଣାରୁ ଉଠିଥିଲେ ।

Exit mobile version