Home ଓଡ଼ିଶା ଏମକେସିଜି ଦିବ୍ୟ।ଙ୍ଗ ବିଦ୍ୟାଳୟରେ “ହେଲେନ କେଲେର ଦିବସ” ପାଳନ ହୋଇଯାଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ ହେଲେନ କେଲେର ଙ୍କ ଜନ୍ମ ଦିବସ ପାଳନ ହୋଇଛି । ଏଠାରେ ଅନୁଷ୍ଠାନର ସମ୍ପାଦକ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ମଧୁସୂଦନ ପାଢୀ , ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ ବୀର , ଦାମୋଦର ଦାସ (ଅଧ୍ୟକ୍ଷ) ଓ ନିରୋଜ । କୁମାରୀ ବେହେରା (ଭାଇସ ପ୍ରିନ୍ସସିପାଲ) ସଭା ପରିଚାଳନା ରେ ସହଯୋଗ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବୀର ସାର ହେଲେନ କେଲେର ଙ୍କ ଜନ୍ମ ବୃତ।ନ୍ତ ଉପରେ ଆଲୋକପାତ କରିଥିଲେ ଏବଂ ମୁଖ୍ୟ ଅତିଥି ଶ୍ରୀ ପାଢୀ ସାର ହେଲେନ କେଲେର ଙ୍କ ଜନ୍ମ ବୃତାନ୍ତ ସହ ଅନ୍ୟାନ୍ୟ ଭିନ୍ନକ୍ଷମ ପିଲାମାନେ କିପରି ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ ହୋଇପାରିବେ ସେ ବିଷୟ ଉପରେ ଆଲୋକପାତ କରିଥିଲେ । ଏହାର ସମସ୍ତ ଦାୟିତ୍ଵ ଅଶୋକ କୁମାର ଜେନା (ଶହକାରୀ ଶିକ୍ଷକ) ନିର୍ଭାହ କରିଥିଲେ ,ଓ ଏଥିରେ ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି, କର୍ମଚାରୀ ,ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷ ରେ ମହେଶ୍ଵର ସାହୁ (ଟିଜିଟି) ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସାହୁ ସଭା ସାଙ୍ଗ କରିଥିଲେ । ଆଜି ୧୨.୩୦ ସମୟ ରେ ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟଳୟ କୁ ଗଜପତି ଜିଲ୍ଲା ର ମୁଖ୍ୟ ବିଚାରପତି ଶ୍ରୀ ଆର ଏନ ବେହେରା ପରିଦର୍ଶନ ରେ ଆସିଥିଲେ ,ତାଙ୍କ ସହିତ ଅଧିନସ୍ଥ କର୍ମଚାରୀ ଆସିଥିଲେ । କାର୍ଯ୍ୟ।ଳୟ, ଶ୍ରେଣୀଗୃହ,ଛତ୍ରାବାସ,ରୋଷେଇ ଗୃହ,ଶୌଚଳୟ,ସଭ।ସ୍ଥଳ କୁ ଦେଖିଥିଲେ । ଶେଷରେ ପରିବେଶ ଦେଖି ଖୁସି ହେବା ସହିତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଙ୍କ ସହ ଫୋଟ ଉତ୍ଥଳନ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026