Home ଓଡ଼ିଶା ବୋଲେରୋ ଗାଡି ସହ ୧୫୦କେଜି ଗଞ୍ଜେଇ ଜବତ ଆସାମୀ ଗାଡି ଛାଡି ଫେରାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡା ରାସ୍ତାରେ ଏକ ବୋଲେରୋ ଯିବା ସମୟରେ ମୋହନା ପୋଲିସ ସେହି ରାସ୍ତାରେ ପେଟ୍ରୋଲିଂ କରିବା ସମୟରେ ସେହି ଗାଡ଼ିରେ ୧୫୦କିଲୋ ଗଞ୍ଜେଇ ନେବା ସମୟରେ ପୋଲିସ ଅଟକାଇ ତଦନ୍ତ କରିବାକୁ ଯିବା ସମୟରେ ଆସାମୀ ଗାଡିକୁ ଛାଡି ଫେରାର ହୋଇଥିବା ଜଣାପଡିଛି । ଗାଡି ନମ୍ବର OR-05AQ -3937 ବୋଲେରୋ ଜବତ କରି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ତଦନ୍ତ କରୁଥିବା ବେଳେ ଥାନା କେସ ନମ୍ବର 95/26.6.23 NDPS ଧାରାରେ ତଦନ୍ତ କରୁଥିବା ପ୍ରକାଶ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026