Home ଓଡ଼ିଶା ଦିଗପହଣ୍ଡି ରେ ବସ୍ ଦୁର୍ଘଟଣା ଘଟଣା ରେ ମୁଜାଗଡର : ଗୋଟିଏ ପରିବାରର ୫ ମୃତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଗଂଜାମ ଜିଲ୍ଲା :- ଗଂଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ରେ ୧୨ ଜଣଙ୍କ ମୃତ ହୋଇଛି । ସେଥିରୁ ୫ ଜଣ ହେଉଛନ୍ତି , ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମୁଜାଗଡ ଗ୍ରାମର । ଏବଂ ଜଣେ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଭର୍ତି ହୋଇଛନ୍ତି । ଜଣାପଡିଛି ସମସ୍ତ ମୃତକ , ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସମ୍ପର୍କୀୟ । ମୃତକ ମାନେ ହେଲେ , ସଞ୍ଜୟ ମେଦିନୀରାଏ , ଦେବାଶୁଂ ପ୍ରଧାନ , ସୁଜ୍ଞାନୀ ପ୍ରଧାନ , ଶିବାନୀ ପ୍ରଧାନ ଏବଂ ବର୍ଷକର ପୁଅ ଆଦଭିକ୍ ପ୍ରଧାନ । ଏହା ବ୍ୟତୀତ ମୁଜାଗଡ ଗ୍ରାମର ଶୁଭେନ୍ଦୁ ପ୍ରଧାନ , ଗୁରୁତର ଆହତ ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତ ୫ ଜଣଙ୍କୁ ଶବକୁ ମୁଜାଗଡ ଗ୍ରାମକୁ ଆଣିବା ପରେ ଶେଷ ଦର୍ଶନ କରିବା ପାଇଁ ଗ୍ରାମବାସୀ ଅଞ୍ଚଳବାସୀ ଶୋକାକୁଳମଧ୍ୟରେ ଶୁଶାନ ଘାଟକୁ ନିଆଯାଇଥିଲା । ଏହି ଘଟଣା ଘଟିବା ପରେ , ପରିବାର ଓ ଆତ୍ମିୟ ସ୍ବଜନ ମାନେ ଭାଙ୍ଗିପଡିଥିବା ବେଳେ , ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ମର୍ମର୍ନ୍ତୁଦ ବସ୍ ଦୁର୍ଘଟଣାରେ ଫାଟିପଡୁଛି ଖଣ୍ଡଦେଉଳି ଗ୍ରାମ ଶୋକାକୁଳ ପରିବେଶ ଭିତରେ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ଗ୍ରମରେ ପହଂଚିଛନ୍ତି ଜିଲ୍ଲାପାଳ, ସାଂସଦ ମାନେ ବିଧାୟକ ମାନେଜିଲ୍ଲା ବିଜେଡି ସଭାପତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଶାସନିକ ଅଧିକାରି Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026