ପ୍ରୀତି ଏଣ୍ଟର ପ୍ରାଇଜର୍ଶ ପକ୍ଷରୁ ସିମେଣ୍ଟ , ଇଟା ଫ୍ୟାକ୍ଟ୍ରି ର ଉଦଘାଟନ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :- ଓଡ଼ିଶା ର ଏକ ଅଗ୍ରଣୀ ସଂଗଠନ ପ୍ରୀତି ଏଣ୍ଟର ପ୍ରାଇଜର୍ସ ପକ୍ଷରୁ କେନ୍ଦ୍ର ସରକାରଙ୍କ ପି.ଏମ. ଈ. ଜି.ପି ଯୋଜନା ରେ କଟକ ଜିଲ୍ଲା ୪୨ ମୌଜା କଳପଡ଼ା ବରାଳ ଗାଁର ଡକ୍ଟର ବିଶ୍ଵନାଥ ପଟ୍ଟନାୟକଙ୍କ ର ଏକ ସିମେଣ୍ଟ ଇଟା ନିମ୍ରିତ ଫ୍ୟାକ୍ଟ୍ରି ସଂଗଠନ ର ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।

ଏହି ଶୁଭ ଉଦଘାଟନ ଉତ୍ସବରେ ସଂସ୍ଥାର ପ୍ରଭନ୍ଧକ କମଳାକାନ୍ତ ସାହୁ ଇଞ୍ଜିିନିୟର ଗଣେଷଚନ୍ଦ୍ର ସାହୁ ଓ ଅରବିନ୍ଦ ମଲ୍ଲିକ ଙ୍କ ସମେତ ବହୁ ଲୋକ ଉପସ୍ଥିତ ରହି ଥିଲେ । ପ୍ରୀତି ଏଣ୍ଟର୍ ପ୍ରାଇଜର୍ସ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ପି.ଏମ.ଈ.ଜି.ପି ର ବିଭିନ୍ନ ଯୋଜନା ରେ ବହୁ ଶିକ୍ଷିତ ବେକାର ଯୁବକ ଏବଂ ମହିଳା ମାନଙ୍କୁ ଧନ୍ଦାମୂଳକ ଟେଲର ମେସିନି ରେଡ଼ିମେଡି , ପେପର , ପ୍ଲେଟ, କପ , ଅଗରବତୀ , ରାଇସି ହଲର ଇତ୍ୟାଦି ଯୋଗାଇ ଦେଇ ଆତ୍ମନିର୍ଭରଶୀଳ କରାଯାଇପାରୁଛି ।

Exit mobile version