ଇଂଜିଓ ସେବି ଙ୍କ ଦ୍ୱାରା ଖାଦ୍ୟ ବଟନ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପବିତ୍ର ଘୋଷ ରେ ଅଗଣିତ ଇଂଜିଓ ମାନେ ବିଭିନ୍ନ ଡିଷ୍ଟ ରୁ ଆସିଥିଲେ ନିସ୍ୱାର୍ଥ ଭାବେ ଭକ୍ତ ଙ୍କୁ ପାଣି ଓ ଖାଦ୍ୟ ବାଟିବା ପାଇଁ  l ସେଥିମଧ୍ୟରୁ cuttack ରୁ ଆସିଥବା ବାଘମାଗଲା foundation  ଯୋଗ ଦେଈଥିଲେ l ଭକ୍ତ ମାନଂକୁ best କ୍ୱାଲିଟି ର ଖଦୀୟ ସହତ ors ପାଣି ଭକ୍ତ ମାନଂକୁ ସେବା ଯୋଗେଇ ଦେଈ ଥିଲେ l ପ୍ରଥମ ଥର ପାଇଁ ଜଣେ ସାଧୁ ଙ୍କ ଦ୍ୱାରା ଆଉଜିତ ହୋଇଥିଲା l ଶ୍ରୀ ପର୍ବତ ବାବା ଏଥିରେ foundation ର ଚାରମ୍ୟାନ ଶ୍ରୀ ଅରବିନ୍ଦ sahoo, ଆଡ଼ଭୋକେଟ ବିଭୁତି ଭୂଷଣ ସାମଲ .

Exit mobile version