୨୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜେକେ କାଗଜ କଳ ପକ୍ଷରୁ ରାୟଗଡା ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ୍ ସହଭାଗିତା ରେ ଜେକେ ପରିସରରେ ଜେକେ ଗ୍ରୁପ୍ ର ଭୂତପୂର୍ବ ଅଧ୍ୟକ୍ଷ ହରିଶଙ୍କର ସିଂଘାନିଆ ଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ କୁ ଜେକେ ଲେଡିଜ୍ କ୍ଲବର ସଭା ନେତ୍ରୀ ଶ୍ଵେତା ଦ୍ଵିବେଦୀ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କାଗଜ କଳର ଅଧିକାରୀ ବିନୟ ଦ୍ଵିବେଦୀ, ଉପ ସଭାପତି (କାର୍ମିକ ) ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି (ବାଣିଜ୍ଯ), ସନ୍ଦୀପ ପାଣ୍ଡେ ମହା ପ୍ରବନ୍ଧକ

