ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ପୁରୀ :- ପୁରୀରେ ବାହୁଡ଼ା ଓ କୋଭିଡ୍ ନେଇ ଉଚ୍ଚ ସ୍ତରୀୟ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା, ପୁରୀର ସବୁ ସେବାୟତ ପରିବାରକୁ ଦିଆଯିବ ମାସ୍କ ଓ ସାନିଟାଇଜର, ସେବାୟତଙ୍କ ପରିବାରର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ହେବ ୨ଟି ସ୍ବାସ୍ଥ୍ୟକେନ୍ଦ୍ର କେବଳ କୋଭିଡ ନେଗେଟିଭ୍ ସେବାୟତ ଓ ପୋଲିସ ଟାଣିପାରିବେ ରଥ । ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ଟିମ୍ କୋରୋନା IEC ଅଭିଯାନ ଚଳାଇବେ । IEC- କୋରୋନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ।
ବାହୁଡ଼ା ଓ କୋଭିଡ୍ ନେଇ ଉଚ୍ଚ ସ୍ତରୀୟ ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ – କ୍ରିଷନ କୁମାରଙ୍କ ସୂଚନା

- Categories: Uncategorized, ଓଡ଼ିଶା, କରୋନା, ଦେଶ, ହୋମ୍
Related Content
କନ୍ଧମାଳରେ ‘SAHAY’ ପ୍ରୋଜେକ୍ଟର ଶୁଭାରମ୍ଭ : ସୁଦୃଢ଼ ହେବ ସିକଲ୍ ସେଲ୍ ଚିକିତ୍ସା ବ୍ୟବସ୍ଥା
by
Proprietor Abhimanyu Maharana
September 22, 2026
ଅଭିନେତା ମୁକ୍ତିକାନ୍ତ ମହାପାତ୍ର ଅନ୍ତଃରାଷ୍ଟ୍ରୀୟ ଗୈାରବ -୨୦୨୬ ସମ୍ମାନରେ ସମ୍ମାନିତ
by
Proprietor Abhimanyu Maharana
September 22, 2026
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପ୍ରଶାସନର ସତର୍କତା : କଳିଙ୍ଗା ଘାଟିରେ ଦୁଇ ଦିନ ଯାତାୟାତ ବନ୍ଦ
by
Proprietor Abhimanyu Maharana
September 22, 2026
ଆବାସ ଯୋଜନା ତ୍ରୁଟିର ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
September 22, 2026
ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ
by
Proprietor Abhimanyu Maharana
September 22, 2026
Bajaj Finance Empowers Rural Odisha with Financial Literacy and Cyber Fraud Awareness
by
Proprietor Abhimanyu Maharana
September 22, 2026