Home ଓଡ଼ିଶା ଅଢାଳିଆ ସ୍ଥିତ ଡିପିଏସ କଳିଙ୍ଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କେନ୍ଦ୍ର ସରକାର ଏବଂ ସି ବି ଏସ୍ ଇ ର ନିର୍ଦ୍ଦେଶନାମା ଅନୁଯାୟୀ ସ୍ଥାନୀୟ ଅଢାଳିଆ ସ୍ଥିତ ଡିପିଏସ୍ କଳିଙ୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅନୁରାଧା ରକ୍ଷିତ ଙ୍କ ତତ୍ତ୍ଵାବଧାନରେ , ବିଦ୍ୟାଳୟର ପ୍ରାୟ ୨୦୦ ବିଦ୍ଯାର୍ଥୀ ଶାରୀରିକ ଶିକ୍ଷକ ମାନଙ୍କ ପରିଚାଳନାରେ ତାଡାସନ, ବୃକ୍ଷାସନ, ବଜ୍ରାସନ ଆଦି ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ by Proprietor Abhimanyu Maharana June 23, 2026 ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ by Proprietor Abhimanyu Maharana June 23, 2026 ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା by Proprietor Abhimanyu Maharana June 23, 2026 ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି by Proprietor Abhimanyu Maharana June 22, 2026 ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..? by Proprietor Abhimanyu Maharana June 22, 2026 ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026