ମା  ରାଈ ମୂଳିଆଣୀ ଙ୍କ ପୀଠରେ  ରଜ ଉତ୍ସବ ଉଦ୍ ଯାପିତ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ଵେଗୁନିଆ  ବ୍ଲକ  ହିରାପୁର ପଞ୍ଚାୟତ ଅନ୍ତର୍ଗତ ଗୋଡାରାଈମୂଳ ମା ରାଈମୂଳିଆଣୀ ଠାକୁରାଣୀ ଙ୍କ ପୀଠରେ  ଅଷ୍ଟମ ଶତ ଵାର୍ଷିକ ରଜ  ପ୍ରତି ବର୍ଷ ଭଳିଏବର୍ଷ ମନ୍ଧ୍ୟ ମହା ଧୂମଧାମ୍ ରେ  ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ନାଟକ କାର୍ଯ୍ୟକ୍ରମ    ବାଦି ନବରଙ୍ଗ  କମେଳଶ୍ୱର  ନାଟ୍ୟ ଯାତ୍ରା ସଂସଦ ସହିତ ପ୍ରତିନ୍ଦ୍ୱଦି   ରାମଚଣ୍ଡି କଳା ପରିଷଦ ଯାତ୍ରା ଅନୁଷ୍ଠିତ ହୋଇ ଯାଈଛି ।  ଅନୁଷ୍ଠାନ ତରଫରୁ  ଵ୍ୟାପକ ପରିମାଣରେ ଶ୍ୟାନ୍ତିଶୃଙ୍ଖଳାର ଵ୍ୟଵସ୍ଥା ମନ୍ଧ୍ୟ କରାଯାଇଥିଲା । ଏହି ଯାତ୍ରା ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଦ୍ଧୀକ ଲୋକଙ୍କର ସମାଗମ   ହୋଇଥାଏ ।

ଏହି ମା,ଙ୍କ ପୀଠ  ଏକ ବିରାଟ ଘଞ୍ଚ ଜଙ୍ଗଲ ଆଛାଦିତ ଆଵଦ୍ଧ ଭିତରେଏକ ଵିରାଟ ଐତିହାସିକ କୀର୍ତ୍ତୀ ଲୁଚିରହିଛି । ଏହା ବାସ୍ତବିକ୍  ଵହୁ ପ୍ରାଚୀନ,ପୁରାତନ କାଳ ଯାହ ପ୍ରାୟ ୫୦୦ ବର୍ଷ ପୂର୍ଵେ କିଛି ମାଳୁଆ ଅଦୀମ ଅଧିବାସୀ ସେଠାରେ  ରହି ଆତ୍ମଗୋପନ କରିଥିଲେ । ପର୍ଯ୍ୟାୟକ୍ରମେ  ସେମାନଙ୍କ ଅସ୍ତଶତ୍ର ସାହର୍ଯ୍ୟରେ ତଡାତଡି କରି ଅନ୍ୟତ୍ର ନେଇଯିବା ପାଇଁ ଵହୁ ଚେଷ୍ଠା କରିଥିଲେ ମନ୍ଧ୍ୟ କାର୍ଯ୍ୟରେ ସଫଳ ହୋଇ ପାରିନଥିଲେ।ମା,ରାଈମୂଳିଆଣୀ ଙ୍କ ର ଏକ ଚମକ୍ତାର କରି ଏକ ଐତିହାସିକ କାହିଣୀ ସୃଷ୍ଠି କରିଦେଇଥିଲେ।

ସେ ସେତେଵେଳେ ପାତାଳ ଗାମୀ ହୋଇଗଲେ । ସେଇଦିନଠାରୁ ପ୍ରତିଦୀନ ଭକ୍ତ ମାନଙ୍କର ମାନସିକ ଵ୍ରତ  ପୁରଣ ହେଵା ସହିତ ଵିଶ୍ୱସ ,ଭକ୍ତି ,ପୂଜାପାଠ ବଢି ବଢି  ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାଵେ ପରିଣତ ହୋଇସାରିଛି । କୃତି ପ୍ରତିନ୍ଦ୍ୱଦୀ ଯାତ୍ରା ଦ୍ୱୟ ମନ୍ଧ୍ୟରେ ଝାଡପଡା କଳାପରିଷଦ ଅନୁଷ୍ଠାନ ତରଫରୂ ଇତ୍ତରୀୟ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ଅନୁଷ୍ଠାନ ସହିତ ଘୋଡାରାଈମୂଳର ସମସ୍ତ ଗ୍ରାମବାସୀ ସମ୍ପୂର୍ଣ ସାହାର୍ଯ୍ୟ କରିଥିଲେ ।

 

Exit mobile version