କନିସୀ ତହସିଲଦାରଙ୍କ କରନା ପଜିଟିଭ୍‌ : ଚିକିତ୍ସା ପାଇଁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରୁ କଟକ କୋଭିଡ୍ ହସପିଟାଲକୁ ନେଲା ବେଳେ ଗାଡି ଦୁର୍ଘଟଣା ଗ୍ରସ୍ତ

ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଗଞ୍ଜାମ :- କନିସି ତହସିଲଦାରଙ୍କ କୋରନା ପଜିଟିଭ୍‌ ହେବା ପରେ ତାଙ୍କ ସ୍ୱାସ୍ତ୍ୟ ଅବସ୍ତାରେ କୌଣସି ସୁଧାର ଆସିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ତାନୀୟ ଟାଟା କୋଭିଡ ହସ୍ପିଟାଲ ରୁ କଟକ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଆଜି ତାଙ୍କୁ କୋଭିଡ ହସ୍ପିଟାଲ ରୁ କଟକ ଏକ ଗାଡ଼ିରେ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ଉକ୍ତ ଗାଡି ଟି ଦୁର୍ଘଟଣା ଗସ୍ତ ହୋଇ ଯାଇଥିଲା ମୁଁ ତେବେ ଦୁର୍ଘଟଣାରେ ସେ ଆହତ ହୋଇନଥିବା ବେଳେ ତାଙ୍କୁ ଅନ୍ୟ ଏକ ଗାଡ଼ିରେ କଟକ ପଠାଯାଇଥିବା ସୂଚନା । (ପାରଳଖେମୁଣ୍ଡି / ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version