ଆଶୀର୍ବାଦ ଅଟା ଉପସ୍ଥାପନ କରୁଛି : ୨୭୦ ଡିଗ୍ରୀ ଇମର୍ସିଭ୍ ଟୁଇଷ୍ଟ ସହିତ ପୁରୀ ରଥଯାତ୍ରା

୧୮ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଇଟିସି ଲିମିଟେଡର ଆଶୀର୍ବାଦ ଅଟା ଏ ବର୍ଷ ପୁରୀ ରଥଯାତ୍ରାରେ ଆପଣଙ୍କୁ ଏକ ଭାବବେଗପୂର୍ଣ୍ଣ ଯାତ୍ରାରେ ନେଇଯିବ । ତେଣୁ, ଆପଣଙ୍କ କଳ୍ପନାର ଟୋପି ସହିତ ଏକ ୨୭୦ ଡିଗ୍ରୀ ଇମର୍ସିଭ୍ ଏକ୍ସପେରିଏନ୍ସ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ ।  ଜୁନ୍ ୨୦ ତାରିଖରୁ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ, ଗ୍ରାଣ୍ଡରୋଡ (ବଡ଼ଦାଣ୍ଡ),

ପୁରୀ ରେ ଆଇଟିସି ଆଶୀର୍ବାଦର ଷ୍ଟଲକୁ ଯାଆନ୍ତୁ ଏବଂ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଅନୁଭବ ପାଇବା ପାଇଁ ଏକ ନାଟକୀୟ ଜଗତରେ ପଦାର୍ପଣ କରନ୍ତୁ, ରାଜ୍ୟର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଓ ଆହୁରି ଅନେକ ଅଭୂତପୂର୍ବ ଶୈଳୀରେ ଦେଖନ୍ତୁ । ଆସନ୍ତୁ ଏହି ଅଭୂତପୂର୍ବ ଉତ୍ସବରେ ସାମିଲ୍ ହୁଅନ୍ତୁ ଯେଉଁଠି ପରମ୍ପରା ସହ ଅଭିନବତାର ସମ୍ମେଳନ ଘଟେ । ଆସନ୍ତୁ ରଥଯାତ୍ରାରେ ଆତ୍ମା ଓ ହୃଦୟର ସହ ଯୋଡ଼ିହେବା ଯାତ୍ରାରେ ବାହାରିପଡ଼ିବା ।

Exit mobile version