ମୋହନା ପୋଲିସ ଥାନା ଅଞ୍ଚଳରୁ ଚୋରା ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାର ସହ ଦୁଇଆସାମୀ ଗିରଫ : ୧୩୮କେଜି ଗଞ୍ଜେଇ ଜବତ

୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀଙ୍କୁ ଧରି ପେଟ୍ରୋଲିଂ କରିବା ସମୟରେ ଅଡବା ଏବଂ ମୋହନା ଥାନା ଅଞ୍ଚଳର ଦୁଇ ଗଞ୍ଜେଇ ବ୍ୟବସାୟୀ ଏକ ଇଣ୍ଡିଗୋ କାର ଯାହାର ନମ୍ବର ଓ ଡି-୦୫-ଏ ଟି-୦୮୬୨ରେ

୧୩୮କେଜି ୪୦୦ ଗ୍ରାମ ଧରି ଯିବା ସମୟରେ ଜୀବନ୍ତ କରଡା ଏବଂ ତାବିଆସ ବୀର ଦୁଇଜଣ ମାଫିଆଙ୍କୁ ଗିରଫ କରି ଥାନା କେସ ନମ୍ବର -୯୧/୧୭.୬.୨୩ ପ୍ରକାରେ ଥାନା ଅଧିକାରୀ ତଦନ୍ତ କରୁଥିବା ବେଳେ କାର ସହ ଗଂଜେଇ ଜବତ କରିବା ସଙ୍ଗେ ଅସାମୀଙ୍କୁ ଗିରଫ କରିଛନ୍ତି ।

Exit mobile version