
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ମାଳି ଗୋବିନ୍ଦପୁର ସ୍ଥିତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର ମାଳି ଗୋବିନ୍ଦପୁର ସ୍ଥିତ ଓଁ ପଶ୍ଚିମାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ଗତିଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ,ଅଖଣ୍ଡ ନାମଯଜ୍ଞ ଓ ଚତୁର୍ଦ୍ଧଶ ମହାଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,। ରଜପର୍ବ ରେ ଚାରି ଦିନ ଧରି ବିଶ୍ଵ ଶାନ୍ତି ମହା ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,
