ମନ୍ତ୍ରୀ ମଣ୍ଡଳରୁ ରୋହିତଙ୍କୁ ଚେୟାର ରୁ ଗଡାଇଲେ ନବୀନ

ତେବେ ବିଭାଗ ସମ୍ଭାଳିବାରେ ତାଙ୍କର ଦକ୍ଷତାକୁ ନେଇ ସବୁବେଳେ ଆଲୋଚନା ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ସବୁ ବିଭାଗରର ବାର୍ଷିକ ସମୀକ୍ଷା କରିଥିଲେ । ଏହି ସମୀକ୍ଷାବେଳେ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଦୁର୍ବଳ ଥିବା ଜଣାପଡ଼ିଥିଲା । ସେବେଠାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଖୁସି ନ ଥିଲେ । କେବଳ ମନ୍ତ୍ରୀ ଭାବେ ଦୁର୍ବଳ ପ୍ରଦର୍ଶନ ନୁହେଁ, ସାଂଗଠନିକ ସ୍ତରରେ ମଧ୍ୟ କିଛି ବିବାଦୀୟ କାର୍ଯ୍ୟ ତାଙ୍କୁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି ।
Related Content
ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ
by
Proprietor Abhimanyu Maharana
September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study
by
Proprietor Abhimanyu Maharana
September 23, 2026
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ
by
Proprietor Abhimanyu Maharana
September 23, 2026
ପୁରୀ ଆଇନ ସଚେତନତା ଶିବିର
by
Proprietor Abhimanyu Maharana
September 23, 2026
ଆସନ୍ତାକାଲି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି : ୬ ଘଣ୍ଟା ଦର୍ଶନ ବନ୍ଦ
by
Proprietor Abhimanyu Maharana
September 22, 2026
ବାଲିଗୁଡା ଆଦିବାସି ମହାବିଦ୍ୟାଳୟରେ ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 22, 2026