
୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଯାଜପୁର :-ଯାଜପୁର ରୋଡ ଷ୍ଟେସନରେ ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ୬ ଜଣ ପରିବାର କୁ ବ୍ୟକ୍ତି ଗତ ଭାବେ ୧ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପରିବାର ପିଛା ପ୍ରଦାନ କଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ

