Home ଓଡ଼ିଶା ହାତୀ ସାଜିଛି ନରହନ୍ତା : ସିକୋ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ହାତୀ ଉପଦ୍ରବ ରୁ ଧନ ସମ୍ପତି ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ବନ କର୍ମଚାରୀ ମାନେ ବିଭିନ୍ନ ଜଙ୍ଗଲରେ ପଇଁତରା ଦେଉଛନ୍ତି । କିନ୍ତୁ ହାତୀ ମାନେ ଜଙ୍ଗଳ କୁ ଫେରିବାର ନା ଧରୁ ନାହାନ୍ତି । ବିଭିନ୍ନ ଅଞ୍ଚଳ ରେ ଦନ୍ତା ହାତୀ ମାନଙ୍କ ଉତ୍ପାତ ଜାରି ରହିଛି । ଏବେ ହାତୀ ମାନେ ଗାଁ ମୁହୀ ଆଜି ସକାଳ ୫ ଟା ସମୟରେ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଦଳକ ଗ୍ରାମର ଦେବରାଜ ହରିଚନ୍ଦନ (୬୫ବର୍ଷ) ବୃଦ୍ଧ ବାରିପଟେ ଯାଇ ମଳ ତ୍ୟାଗ କରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣରେ ମୃତ ହୋଇଛି । ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଏହି ବେଗୁନିଆ ପୋଲିସ ଉମାକାନ୍ତ ବେହେରା (ଏସ ଆଇ) ଘଟଣା ର ତଦନ୍ତ ଜାରି ରଖିଛନ୍ତି। ବନ ବିଭାଗର ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା ଶୋକାକୁଳ ପରିବାରକୁ ବୁଝା ସୁଝା କରି ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଥିଲେ । ସେଠାରେ ଡାକ୍ତର ଦେବରାଜ ହରିଚନ୍ଦନ ଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରଯାଇଥିଲା। ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।ମୃତକ ଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଜନସାଧାରଣ ଦାବି ହେଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026