ଜଟଣୀ ନଗର ବିଜେପିର ନିରବ ପ୍ରାର୍ଥନା

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ବାହାନଗା ବଜାର (ବାଲେଶ୍ଵର) ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଜଟଣୀ ନଗର ବିଜେପି ପକ୍ଷରୁ ଆରାଧ୍ୟ ଦେବୀ ମା ଉତ୍ତରାୟଣିଙ୍କ ଠାରେ ରବିବାର ସନ୍ଧ୍ୟାରେ ଏକ ନିରବ ପ୍ରାର୍ଥନା ଓ ଦୀପଦାନ ଭଳି ମହତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜଟଣୀ ନଗର ସଭାପତି ତିରୁପତି ଶତପଥୀ,ପ୍ରଶାନ୍ତ ପ୍ରଧାନ,ନାଗ ଭୂଷଣ ରାୟ ,ପ୍ରଦୀପ ଜେନା,ନଳନି ସ୍ୱାଇଁ,ରଘୁ ନାୟକ,ଦିପୁ ସୁନ୍ଦରାୟ,କବି ପାଇକରାୟ,ରଙ୍କ ମୁଦୁଲି, ଏନ ଜଗନ୍ନାଥ,ପରେଶ,ରଞ୍ଜିତ ମଙ୍ଗରାଜ,ଗତିଆ ସାବତ,ବିବେକ,ଜିତୁ ଜେନା ପ୍ରମୁଖ ଶତାଧିକ ବିଜେପି କର୍ମୀ ଓ ନେତା ଯୋଗ ଦେଇଥିଲେ ।

Exit mobile version