
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ l ଗ୍ରୀଷ୍ମ ଦିନ ଆସିଲେ ମୋହନା ବ୍ଲକର ବହୁ ଗ୍ରାମରେ ଦେଖାଯାଏ ଜଳକଷ୍ଟ ଜଳ ଟୋପାଏ ପାଇବା ପାଇଁ ଲୋକେ ଡହଳ ବିକଳ । ଏଭଳି ଏକ ଗ୍ରାମ ହେଉଛି ମୋହନା ପଞ୍ଚାୟତ ଅଧିନ ୨ ନମ୍ବର ୱ।ର୍ଡ ଖାରିକୁଆ ଗାଁ । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ଏହି ଗ୍ରାମ ଅବସ୍ଥିତ।

