୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର ;- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ଙ୍କ ଅଧ୍ୟକ୍ଷତା ରେ ବ୍ଲକ ସ୍ତରୀୟ ପାଚିକା ଓ ସହୟିକା ଙ୍କୁ ନେଇ ଗୋଦାବରୀଶ ବିଦ୍ୟାପୀଠ ଠାରେ ଏକ ତିନି ଦିନ ପ୍ରଶିକ୍ଷଣ ଶିବିର ଛାତ୍ର ଛାତ୍ରୀ ମାନଂକୁ ଉର୍ନତ ମାନର ଖାଦ୍ୟ ଦିଆ ଯାଇ ପାରିବ ସେ ସମ୍ବଧୀୟ ସରକାର ଙ୍କ ନିର୍ଦେଶ ପାଳନ ପାଁଇ ପାଚିକା ତଥା ସହୟିକା ମାନଂକୁ କହି ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ସମସ୍ତ ବି ଆର ସି ସି ଓ ସି ଆର ସି ସି 92 ଜଣ ସହୟିକା ଓ ପାଚିକା ଉପସ୍ଥିତ ଥିଲେ.

