ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇ ଯାଇ ଅଛି

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଅଧକ୍ଷ ଶ୍ରୀ ଯୁକ୍ତ ବିନାୟକ ହୋତା ଙ୍କ ତତ୍ୱାବଧାନ ରେ ମହାବିଦ୍ୟାଳୟ ର ହାତରେ NCC ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଫାଈ ଅଭିଯାନ ହେବା ସହ ମହାବିଦ୍ୟାଳୟ କୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଁଇ ଶ୍ରୀ ଯୁକ୍ତ ହୋତା ଛାତ୍ର ଛାତ୍ରୀ ମାନଂକୁ ଆହ୍ୱାନ ଦେଇ ଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ରସାୟନ ଶାସ୍ତ୍ର ର ମୁଖ୍ୟ dr. ଆର ଏନ ବର୍ମା ଏବଂଲେଉଟିନାଣ୍ଟ ( ଡ଼) ଗୁରୁକିଶୋର ନାୟକ ଅଧୀନ ରେ ଛାତ୍ର ଛାତ୍ରୀ ମାନେ ପ୍ରବଳ ଖରା ହୋଇ ମଧ୍ୟ ହୋଇ ମଧ୍ୟ ମହାବିଦ୍ୟାଳୟ ସଫା କରି ଥିଲେ.

Exit mobile version