ଖବର ପ୍ରସାରଣ ପରେ ଖୋଲିଲା ରେକଡ୍ ରୁମ୍

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିର :- ଗଜପତି ଜିଲ୍ଲା ମୋହନା ବ୍ଲକ ରେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ରେକଡ୍ ରୁମ୍ ଯାହାକି ପ୍ରୁବତନ୍ ଶକ୍ତି ମନ୍ତ୍ରୀ ଥିବା ସମୟ ରେ ଉକ୍ତ ଗୃହ ନିର୍ମାଣ ଓ ଉଧ୍ଟାନ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ଗୃହ ଟି କାଗଜ ପତ୍ର ଭିତରେ ପଡ଼ି ଅଶ୍ରୁଖିତ ଭାବେ ଅଳିଆ ଗଦା ପାଲଟିଥିଲା ଏପରିକି ରାଜ୍ୟ ସରକାର ଙ୍କ ବିକାଶ ବିବରଣୀ ବହି ମଧ୍ୟ ଖତ ଖାଉଥିବା ଦେଖି ଖବର ପ୍ରସାରଣ ହେଇଥିଲା ଖବର ପ୍ରସାରଣ ପରେ ମୋହନା ବିଡ଼ିଓ ତପସ୍ପିନି ହାଂସଦା, ଅତିରିକ୍ତ ବିଡିଓ ଚୁଧରୀ, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋଇ ଉପସ୍ଥିତ ରେ ବୁଧୁବାର ଦୀନ ତାଲା ଖୋଲି ଦେଖିଥିଲେ ଉକ୍ତ ସ୍ଥାନ ରେ ମନରେଗା ଯୋଜନାର ଅନେକ କାଗଜ ପତ୍ର ପରିତିକ୍ଟ ଅବସ୍ଥା ରେ ପଡ଼ିଥିବା ଶହ ଅନେକ ଆବଶ୍ୟକ କାଗଜ ପତ୍ର ପଡ଼ିଥିବା ଦେଖି ତୁରନ୍ତ ଖାଲି କରିବା ସହ ଉକ୍ତ ବହି ଗୁଡ଼ିକ ପଂଚାୟତ ସ୍ତରେ ପହଞ୍ଚାଇବା ପାଇଁ ବିଡ଼ିଓ କହିଥିଲେ ।

Exit mobile version