୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତ ର ପ୍ରତାପ ଗ୍ରାମ ରେ ବାବା ପ୍ରତାପ ଶ୍ୱରଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା , ନୂତନ ବିଗ୍ରହ ,ହୋମ ଯଜ୍ଞ ପୂର୍ଣ୍ଣାହୁତି ସରିଯାଇଛି, ଦୀର୍ଘ ଛଅ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯଥା

