ଜଟଣୀ:ବିଜେପି ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଜଟଣୀ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ନଗର ସଭାପତି ତିରୁପତି ଶତପଥି ଙ୍କ ନେତୃତରେ ଆୟୋଜନ କରା ଯାଇଥିଲା ଉକ୍ତ କାର୍ଯ୍ୟ କ୍ରମରେ ନଗର ମଣ୍ଡଳର ଭବିଷ୍ୟତ କାର୍ଯ୍ୟ ବିଷୟରେ ଚିଠା ପ୍ରସ୍ତାବ ପାରିତ କରାଗଲା

ଏହି ବୈଠକରେ ରାଜ୍ୟ ସଂଯୋଜକ ମହେଶ ମିଶ୍ର , ପ୍ରଶାନ୍ତ ପ୍ରଧାନ ,ରଶ୍ମି ମୟୀ ପଟ୍ଟନାୟକ , ରିନା ପଟ୍ଟନାୟକ,ପ୍ରଦୀପ ଜେନା, ନାଗ ଭୂଷଣ ରାୟ ,କବି ପାଇକରାୟ, ନାରାୟଣ ମହାନ୍ତି,ପ୍ରଶାନ୍ତ ବରାଳ,ରଘୁ ନାୟକ ନଳନି ସ୍ୱାଇଁ, ସିଦ୍ଧାର୍ଥ ପାତ୍ର, ପରେଶ ପଟ୍ଟନାୟକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

Exit mobile version