Home ଓଡ଼ିଶା ଫାଇଟର୍ସ ଗୃପ ପାଳନ କରିବ ଜାତୀୟ କର୍କଟ ବିଜେତା ଦିବସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ଭାରତରେ ପାଖାପାଖି ୧୮ ନିୟୁତ ବୃଦ୍ଧ ବୃଦ୍ଧା ଭୂମିହୀନ। ଦାରିଦ୍ର୍ୟରେ ବାସ କରୁଥିବା ବରିଷ୍ଠ ନାଗରିକମାନେ ନିଜ ପରିବାର ଦ୍ୱାରା ପରିତ୍ୟାଗର ସମ୍ମୁଖୀନ ହୁଅନ୍ତି କାରଣ ସେମାନେ ରୋଜଗାର କରିପାରିବେ ନାହିଁ | ଅନେକ ଥର, ସେମାନଙ୍କୁ ବଞ୍ଚିବା ପାଇଁ ଭିକ ମାଗିବାକୁ ପଡେ | ଅନେକ ବୃଦ୍ଧ ଏକାକୀ ରହିଯାଆନ୍ତି, ଯେତେବେଳେ ସେମାନଙ୍କର ପିଲାମାନେ ଭଲ ଜୀବିକା ସନ୍ଧାନରେ ସହରକୁ ଯାଆନ୍ତି | ସେମାନଙ୍କ ସହିତ ବରଗଡ ର କେନସର ସରଭାଇବର୍ସ ଫାଇଟର୍ସ ଗୃପ ଆସନ୍ତା ୪ଜୁନ ଦିନ ଏଥର ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ ଏବଂ ମୁଖ୍ଯତଃ ଦେଶରେ ପୁରୁଷ ଙ୍କ ତୁଳନାରେ ମହିଳା ଙ୍କ ସଂଖ୍ଯା କ୍ରମଶଃ ବ୍ରୁଦ୍ଧି ପାଇବାରେ ଲାଗିଛି । ଏଣୁ ଏଭଳି ପରିସ୍ଥିତି ରେ ଉଭୟ ପୁରୁଷ ଏବଂ ମହିଳା ଙ୍କୁ ସଚେତନ କରିବା ପାଇଁ “କେନସର ପ୍ରଭାବରେ ମହିଳା” ପ୍ରସଂଗରେ ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସୁପ୍ରସିଦ୍ଧ ମହିଳା କେନସର ବିଶେଷଞ Dr. Mou Roy ଏବଂ Dr. Alok Swain ପ୍ରମୁଖ ଉପସ୍ଥିତ ରହିବେ। କେନସର ପ୍ରସଂଗ ରେ ସିଧାସଳଖ ଡାକ୍ଟର ଙ୍କ ସହିତ ବାର୍ତ୍ତା ବିନିମୟ କରିବା ସୁଯୋଗ ମିଳୁଥିବାରୁ ଏଭଳି ଏକ କାର୍ଯ୍ୟକ୍ରମ ରେ ବହୁ ସଂଖ୍ଯାରେ ମହିଳା ମାନେ ସାମିଲ ହେବାକୁ ଫାଇଟର୍ସ ଗୃପ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ଫାଇଟର୍ସ ଗୃପ ର ପ୍ରତିଷ୍ଠାତା ସ୍ବର୍ଗୀୟା ଫାଇଟର୍ସ ବିନ୍ଧ୍ୟବାସିନୀ ଷଡଙ୍ଗୀ ମର୍ଯ୍ୟାଦାଜନକ ସମ୍ମାନ ରେ କେନସର ପୀଡିତ ଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଶିକ୍ଷକ ଦିବାସ ସାହୁଙ୍କୁ ସମ୍ମାନୀତ କରାଯିବା ର କାର୍ଯ୍ୟକ୍ରମ ମଧ୍ଯ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଫାଇଟର୍ସ ଗୃପ ଟ୍ରଷ୍ଟ ର ଅଧ୍ଯକ୍ଷ ଅଶ୍ବିନୀ କୁମାର ଦର୍ଜୀ, ଉପସଭାପତି ମୀନତି ପତି, ସାଧାରଣ ସଂପାଦକ ବିଶ୍ବଜିତ ବାରିକ ସଦସ୍ଯ ରାଜଗୋପଲ ଦାଶ, ପ୍ରତିଭା ବାରିକ, ସତ୍ୟଜିତ ଦାଶ ଏବଂ ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026