ନୟାଗଡ଼ ସବ ଜେଲରେ ସ୍ୱାସ୍ଥ୍ୟ ସେବା ଶିବିର

୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନୟାଗଡ଼ ସବ ଜେଲରେ ପରିସରରେ ଅନ୍ତେବାସୀ ପାଇଁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଯାଇଛି।ଅନ୍ତେବାସୀ ମାନଙ୍କୁ ଯକ୍ଷ୍ମା , HIV, ସିଫିଲିସ, ମଧୁମେହ, ହେପାଟାଇସି ସଚେତନ କରାଯିବ ସହ ଯକ୍ଷ୍ମା ,HIV ସିଫିଲିସ,ହେପାଟାଇସି, ମଧୁମେହ ରକ୍ତ ଓ କଫ ସଂଗ୍ରହ କରାଯାଇଥିଲା ।70 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଡ଼ାକ୍ତର ଶରତ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ଏହି କାଯ୍ୟକ୍ରମ କରାଇଥିଲା।ବରିଷ୍ଠ ଚିକିତ୍ସା ତଦାରଖକାରି ଦୀପକ ଦଳବେହେରା , counsellor ଅଶୋକ ନାୟକ, କଳ୍ପନା ନାୟକ,ସୁଜାତା ପଟ୍ଟନାୟକ, ରଞ୍ଜିତ ନାୟକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜେଲ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ

Exit mobile version