
୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ମିଲେଟ ହେଉଛି କାଙ୍ଗୁ, ଖିରା ଭଳି ବିଭିନ୍ନ କ୍ଷୁଦ୍ର ଡାଲି ଜାତୀୟ ଶସ୍ୟ ସମୁହ ।ହାକି ଶୁଷ୍କ ପରିବେଶରେ ଅତି ଉନ୍ନତ ଭାବରେ ବଢିବାରେ ସକ୍ଷମ । ଏକ ଉତ୍ତମ ଶସ୍ୟ ଭାବରେ ମିଲେଟ ଅତ୍ୟାବଶ୍ୟକ ପୁଷ୍ଟିକରତାର ଉତ୍ସ ଭାବରେ କ୍ରା୍ୟ କରେ ।
ଆନ୍ତର୍ଜାତିକ ମିଲେ ଟ ବର୍ଷ ୨୦୨୩ ରି୍େରକ୍ଷୀରେ ଓଡ଼ିଶା ସରକାର ସହଭାଗୀମାନଙ୍କର ସହଯୋଗରେ ମିଲେଟକୁ ଏକ ସୁଲଭ ଖାଦ୍ୟ ବିକଳ୍ପ ଯାହାକି ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ରିବେଶ ଅନୁକୂଳ ତାହାର ପ୍ରସାର ପାଇଁ ଉଲ୍ଲେଖନୀୟ ପଦକ୍ଷେ ଗ୍ରହଣ କରିଛନ୍ତି ।

