ଆଜି ରାତି ୯ଟାର ଜୁନ୍‌ ୨୪ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲାକୁ ଟ୍ରେନ୍‌ ଓ ବସ ଚଳାଚଳ ବନ୍ଦ ରହିବ – ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦେଶ ।

ଓଡିଶା ତାଜା ନ୍ୟୁଜ୍ (୨୨ ଜୁନ୍ ସୋମବାର) ଭୁବନେଶ୍ୱର :ଆସନ୍ତା କାଲି ଭୁବନେଶ୍ବରରୁ ପିପିଲିକୁ ଗଡ଼ିବନି ‘ମୋ ବସ୍‌’ (ରୁଟ୍ ନଂ ୩୩), ପୁରୀ ସଟ୍‌ଡାଉନ୍ ଘୋଷଣା ହୋଇଥିବାରୁ ଗଡ଼ିବନି ବସ୍‌ ,ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ ରାଜ୍ୟ ସରକାର ଆଜି ରାତି ୯ଟାର ଜୁନ୍‌ ୨୪ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲାକୁ ଟ୍ରେନ୍‌ ଓ ବସ ଚଳାଚଳ ବନ୍ଦ ରହିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦେଶ ଦେଇଛନ୍ତି ।

Exit mobile version