Home ଅପରାଧ ବରଗଡ଼ ଜିଲ୍ଲା : ପଦ୍ମପୁର ଭିଜିଲାନ୍ସ ପଞ୍ଝା ରେ ପୋଲିସ୍ ବାବୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ୍ ଙ୍କ ଘରେ ଚଢ଼ାଉ କରିଛି ବାସ ଗୃହ ରୁ ୫୦,୦୦୦ ଟଙ୍କା ଓ ସୁନା ମିଳିଛି । ୨୨ ମଇ ୨୦୨୩ ( ଓଡିଶା ତାଜା ନିୟୁଜ ) ପଦ୍ମପୁର :- ପଦ୍ମପୁର ଭିଜିଲାନ୍ସ ପଞ୍ଝା ରେ ପୋଲିସ୍ ବାବୁ ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତ ଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକା ସଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ୍ ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ତେବେ ଚଢ଼ାଉ ହୋଇଥିବା ସ୍ଥାନ ମଧ୍ୟରେ ରହିଛି ସମ୍ବଲପୁର ସ୍ତୀତ ଘର ଗାଇସିଲେଟ ସ୍ତିତ ସରକାରୀ ବାସଭବନ ଓ ଗାଇସିଲେଟ ଥାନା ବୀରବର ଭଗତ୍ ପଦ୍ମପୁର ଉପଖଣ୍ଡ ରେ ବହୁ ଦିନ ହେବ ବିଭିନ୍ନ ଥାନା ଗୁଡିକରେ କାର୍ଯ୍ୟ କରି ଆସୁଛନ୍ତି ତେବେ ଏବେ ଯାଏଁ କେତେ ପରିମାଣ ର ସମ୍ପତି ଜବତ ହୋଇଛି । ମିଳିଥିବା ସୂଚନା ମୁତାବକ ତାଙ୍କ ଅଫିସ ଓ ବାସ ଗୃହ ରୁ ୫୦,୦୦୦ ଟଙ୍କା ଓ ସୁନା ମିଳିଛି । ସେନେଇ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇନାହିଁ । ରେଡ୍ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି. Categories: ଅପରାଧ, ଓଡ଼ିଶା, ବରଗଡ଼, ହୋମ୍ Related Content ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ by Proprietor Abhimanyu Maharana March 8, 2026 ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା by Proprietor Abhimanyu Maharana March 8, 2026 ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର by Proprietor Abhimanyu Maharana March 8, 2026 ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ by Proprietor Abhimanyu Maharana March 8, 2026 ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ by Proprietor Abhimanyu Maharana March 7, 2026 କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana March 7, 2026