ଓଡିଶା ତାଜା ନ୍ୟୁଜ୍ (୨୨ ଜୁନ୍ ସୋମବାର) ନୟାଗଡ :– ନୟାଗଡ ସହରାଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାପାଳ ଡା. ପୋମା ଟୁଡୁ ମୁନିସିପାଲିଟି ର ସମସ୍ତ ସୁନା ଅଳଙ୍କାର ଦୋକାନ କୁ ଅନ୍ୟାଦେଶ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି (ରିପୋର୍ଟ – ରାମକୃଷ୍ଣ ରଥ)
© 2023 Odisha Taza News.