ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଜାତୀୟ ଡେଙ୍ଗୁ ଦିବସ ପାଳନ

୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି  :- ଗଜପତି ଜିହ୍ବା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳନ ହେଇଯାଇଛି । ବିଗତ ଦିନରେ ମୋହନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଅନେକ ଜୀବନ ନେଇଥିଲା , ତେଣୁ ଏହି ଡେଙ୍ଗୁ ରୋଗକୁ ଦୂର କରିବା ସହ ପରିବେଶକୁ ସ୍ବଛ ରଖିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଲୋକଙ୍କୁ ନେଇ ସଚେତନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ଣତି ନିଆଯାଇଛି ।କାର୍ଯ୍ୟକ୍ରମରେ  ମୋହନା ବିଡିଓ ତପସ୍ତିନୀ ହାଂସଦା , ସମ୍ନନ୍ତିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଳିକ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ନମିତା ପଣ୍ଡା ଡାମିତା ପଣ୍ଡା, ଡାକ୍ତର  ସଞ୍ଜିତା ନାୟକ,  ମୋହନା ସରପଞ୍ଚ  ସୁନୀତା ମଲିକ ସମେତ ଅଙ୍ଗନଓ୍ବଡି, ଆଶା କର୍ମୀ ମେଡିକାଲ୍ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version